prabodh kumar nayak, odisha, khandagiri slum, robot, robotics, humanoid robot, unmukt foundation bhubaneswar, rising odisha

ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ

ବର୍ଜ୍ୟବସ୍ତୁରୁ ନିଆରା ଉଦ୍ଭାବନ । କୁନି ବୟସରେ ତାଙ୍କର ବୈଜ୍ଞାନିକ ଚିନ୍ତାଧାରା ଏତେ ଶକ୍ତିଶାଳୀ ଯେ, ନିଜର ସୃଜନଶୀଳତା ତାଙ୍କୁ ବିଜ୍ଞାନ ସୃଷ୍ଟି କରିବାର ରାସ୍ତା ଦେଖାଇଛି । ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ସେଥିରେ ବିଜ୍ଞାନର କୌଶଳକୁ ଖଟାଇ ସେ ତିଆରି କରିଛନ୍ତି ରୋବଟ୍ । ଯାହା ମଣିଷ ପରି କାମ କରିପାରୁଛି । ଏହି ୧୫ ବର୍ଷୀୟ ପ୍ରବୋଧ କୁମାର ନାୟକ ରହନ୍ତି ଭୁବନେଶ୍ୱର ଖଣ୍ଡଗିରିବାରୀ ବସ୍ତିରେ । ଜାଗମରା ହାଇସ୍କୁଲରେ ପଢ଼ନ୍ତି । …

ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ Read More »