BJP

ତେଲେଙ୍ଗାନାରେ କଂଗ୍ରେସର ପୂରଣ ହେବ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ତେଲେଙ୍ଗାନାରେ ପ୍ରଚାର କରୁଥିବାବେଳେ ଏଠାରେ ବିଜେପି, ବିଆରଏସ ଏବଂ ଏଆଇଏମ୍‌ଆଇଏମ୍ ମିଶିକି ବିଜେପିକୁ ଲୁଟୁଛନ୍ତି ବୋଲି କହିଛନ୍ତି । ନିର୍ମଳ ଜିଲ୍ଲା ଖାନପୁରରେ କଂଗ୍ରେସର ସାଧାରଣ ସଭାରେ ପ୍ରିୟଙ୍କା ଗାନ୍ଧୀ ଅଂଶଗ୍ରହଣ କରିଥିଲେ ।ସେ କହିଛନ୍ତି ଯେ ଯଦି କଂଗ୍ରେସ ଦଳ କ୍ଷମତାକୁ ଆସେ ତେବେ ଏକ ଚାକିରି କ୍ୟାଲେଣ୍ଡର ପ୍ରକାଶ ପାଇବ । ଯଦି ତେଲେଙ୍ଗାନା କ୍ଷମତାକୁ ଆସେ ତେବେ ଦୁଇ ଲକ୍ଷ ଲୋକଙ୍କୁ ଚାକିରି ଦିଆଯିବ …

ତେଲେଙ୍ଗାନାରେ କଂଗ୍ରେସର ପୂରଣ ହେବ ଗ୍ୟାରେଣ୍ଟି Read More »

rajya sabha, rajya sabha election 2022, bjp, modi govt, bjp news, odia blog, rising odisha

ସଂସଦରେ ରହିବେନି ବିଜେପିର ଜଣେ ମଧ୍ୟ ମୁସଲିମ୍ ସାଂସଦ, ଲୋକସଭା ପରେ ରାଜ୍ୟସଭାରେ ବି ଶୁନ୍ୟ ପ୍ରତିନିଧି !

ଦେଶରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ଢେର ଚର୍ଚ୍ଚା ହେଉଛି । ଯେଉଁମାନେ ଟିକେଟ୍ ପାଉନାହାନ୍ତି ସେମାନେ ତପସ୍ୟାରେ ଅଭାବ ରହିଗଲା ବୋଲି କହୁଛନ୍ତି । ଆଉ ଯେଉଁ ଭାଗ୍ୟବାନଙ୍କୁ ଟିକେଟ୍ ମିଳୁଛି ସେମାନେ ଏଥିପାଇଁ ସୁପ୍ରିମୋଙ୍କ ଗୁଣଗାନ କରୁଛନ୍ତି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସୁଛି ଯାହା କହୁଛି ଯେ, ସଂସଦରେ ବିଜେପିର କେହି ମଧ୍ୟ ମୁସଲିମ୍ ପ୍ରତିନିଧି ନରହିପାରନ୍ତି । କାରଣ ବିଜେପି ତରଫରୁ ରାଜ୍ୟସଭା ପାଇଁ ଯେଉଁ ୨୨ ନାମ …

ସଂସଦରେ ରହିବେନି ବିଜେପିର ଜଣେ ମଧ୍ୟ ମୁସଲିମ୍ ସାଂସଦ, ଲୋକସଭା ପରେ ରାଜ୍ୟସଭାରେ ବି ଶୁନ୍ୟ ପ୍ରତିନିଧି ! Read More »

arvind kejriwal, kumar vishwas, punjab elections 2022, khalistani separatists, aam aadmi party, punjab elections, rising odisha, odia blog

କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କେଜ୍ରିୱାଲ ଦେଶର ‘ବିଶ୍ୱାସ’ ହରାଇଲେ ?

ପଂଜାବ ବିଧାନସଭା ପାଇଁ ଆଉ ୪ ଦିନ ବାକି ରହିଛି । ବିଜେପି, କଂଗ୍ରେସ ଓ ଅକାଳୀ ଦଳଙ୍କ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ଚତୁର୍ଥ ଦାବିଦାର ଭାବେ ଆମ ଆଦମୀ ପାର୍ଟି ଉଭା ହୋଇଛି । ଏହାରି ଭିତରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ପୁରୁଣା ସାଥୀ କୁମାର ବିଶ୍ୱାସ ଗୋଟିଏ ବୋମା ଫୁଟାଇଛନ୍ତି । ସେ ସିଧାସଳଖ କେଜ୍ରିୱାଲଙ୍କ ବିରୋଧରେ ଖଲିସ୍ତାନୀ ବିଛିନ୍ନତାବାଦ ଆନ୍ଦୋଳନକୁ ସମର୍ଥନର ଅଭିଯୋଗ ଆଣିଛନ୍ତି । ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ବିଶ୍ୱାସ କହିଛନ୍ତି …

କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କେଜ୍ରିୱାଲ ଦେଶର ‘ବିଶ୍ୱାସ’ ହରାଇଲେ ? Read More »

assembly elections 2022, election commission of india, elections, corona guidelines, odia blog, rising odisha

୨୪ ଆଗରୁ ସେମିଫାଇନାଲ : ବାଜିରେ ବିଜେପି ପାଇଁ ଉତ୍ତର ପ୍ରଦେଶ, ପଂଜାବରେ କଂଗ୍ରେସର ପ୍ରତିଷ୍ଠା

୫ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନ ବିଗୁଲ । ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କଲେ ତାରିଖ । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆା, ଉତ୍ତରାଖଣ୍ଡ ଓ ମଣିପୁରରେ ଭୋଟର କରିବେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ । ମାର୍ଚ୍ଚ …

୨୪ ଆଗରୁ ସେମିଫାଇନାଲ : ବାଜିରେ ବିଜେପି ପାଇଁ ଉତ୍ତର ପ୍ରଦେଶ, ପଂଜାବରେ କଂଗ୍ରେସର ପ୍ରତିଷ୍ଠା Read More »

bjp, bjp gujarat, gujarat elections 2022, vijay rupani, gujarat cm resigns, bjp minister, rising odisha

କେଉଁ ଡର ପାଇଁ ବିଜେପି ଗୁଜରାଟରେ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କୁ ହଟାଇଲା ?

ବିଜେପି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ତାଙ୍କ ପଦରୁ ହଟାଇଛି । ଆସନ୍ତା ବର୍ଷ ଡିସେମ୍ବର ମାସରେ ଗୁଜରାଟରେ ନିର୍ବାଚନ ହେବା ପୂର୍ବରୁ ଏମିତି ରୂପାଣୀଙ୍କ ବିଦାୟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ନିର୍ବାଚନ ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇବା ପାଇଁ ବିଜେପି ଏମିତି ଖାଲିରେ ନିଷ୍ପତ୍ତି ନେଇ ନାହିଁ । ସତ ହେଉଛି ନରେନ୍ଦ୍ର ମୋଦି ଗୁଜରାଟ ଛାଡିବା ପରଠାରୁ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ ହୋଇଛି । ବିଜେପିର ଦୁଇ ଶୀର୍ଷ ନେତା …

କେଉଁ ଡର ପାଇଁ ବିଜେପି ଗୁଜରାଟରେ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କୁ ହଟାଇଲା ? Read More »

atal advani era, bs yediyurappa, shivraj singh chouhan, bjp leaders, karnataka chief minister, madhya pradesh cm, bjp veterans, cabinet expansion 2021, narendra modi government, BJP governement, cabinet ministers, rising odisha

ଅଟଳ-ଆଡଭାନୀ ଯୁଗର ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି ବିଜେପି ହାଇକମାଣ୍ଡ, ୟେଦିୟୁରପ୍ପାଙ୍କ ପରେ ’ମାମା’ଙ୍କ ପାଳି ?

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବି ଏସ ୟଦିୟୁରେପ୍ପା ସୋମବାର ଇସ୍ତଫା ଦେଇଛନ୍ତି । ଗତ ଦୁଇ ଦଶକ ଧରି ସେ କେବଳ କର୍ଣ୍ଣାଟକ ନୁହେଁ ପୁରା ଦକ୍ଷୀଣ ଭାରତରେ ଥିଲେ ବିଜେପିର ଚେହେରା । ରାଜ୍ୟ ରାଜନୀତି ଉପରେ ତାଙ୍କର କର୍ତ୍ତୁତ୍ୱ ଢେର ଥିଲା । ୨୦୨୩ରେ ରାଜ୍ୟରେ ନିର୍ବାଚନ ହେବାର ଅଛି । ଏମିତିରେ ତାଙ୍କୁ ହଟାଇବା ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏହାକୁ ବିଜେପି ମଧ୍ୟ ଜାଣିଛି । ତେବେ ପ୍ରଶ୍ନ …

ଅଟଳ-ଆଡଭାନୀ ଯୁଗର ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି ବିଜେପି ହାଇକମାଣ୍ଡ, ୟେଦିୟୁରପ୍ପାଙ୍କ ପରେ ’ମାମା’ଙ୍କ ପାଳି ? Read More »

Scroll to Top
Close Bitnami banner
Bitnami