bjp uttar pradesh

amit shah, mayavati, bsp, bjp, up elections 2022, rising odisha, odia blog

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ?

ଭାରତୀୟ ରାଜନୀତିରେ ଏମିତି ଖୁବକମ ଉଦାହରଣ ରହିଛି ଯେତେବେଳେ ବଡ଼ ନିର୍ବାଚନୀ ମହାସମର ଭିତରେ ଗୋଟିଏ ଦଳର ମୁଖ୍ୟ ଆଉ ଗୋଟଏ ଦଳର ମୁଖ୍ୟଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଚକିତ କରିବା ଭଳି ଘଟଣା ଏବେ ଉତ୍ତରପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ ଶାହା ଓ ବିଏସପି ମୁଖ୍ୟ ମାୟାବତୀ ଯେଉଁଭଳି ଭାବେ ପରସ୍ପରକୁ ପ୍ରଶଂସା କରିଛନ୍ତି ତାହା ବଡ଼ ବଡ଼ ରାଜନୈତିକ ପଣ୍ଡିତଙ୍କୁ କନଫ୍ୟୁଜ୍ କରିଦେଇଛି । …

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ? Read More »

rahul gandhi, congress crisis, congress party crisis, rpn singh, jeeten prasada, jyotiraditya scindhia, up elections 2022, rising odisha, odia blog

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

କଂଗ୍ରେସର ଅସ୍ଥିତ୍ୱ ପାଇଁ ଏହା ହେଉଛି ସବୁଠାରୁ ଆହ୍ୱାନମୁଳକ ସମୟ । ଦଳରୁ ନେତାଙ୍କ ପଳାୟନ ଥମିବାର ନାଁ ନେଉନାହିଁ । ଦଳଛାଡି ନେତା ଏମିତି ପଳାୟନ କରୁଛନ୍ତି ଯେମିତି ଡୁବୁଥିବା ଜାହାଜରୁ ମୁଷା ପଳାୟନ କରନ୍ତି । ଛୋଟମୋଟ ନେତା ଦଳ ଛାଡିବା ଅଲଗା କଥା କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ହେଉଛି ଏହାର ବଡ଼ବଡ଼ ନେତା ଦଳ ଛାଡୁଛନ୍ତି । ପୁଣି ଏମିତି ନେତା ଦଳ ଛାଡୁଛନ୍ତି ଯେଉଁମାନେ କଂଗ୍ରେସର ପିଏମ୍ ଇନ୍ ୱେଟିଂ …

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍ Read More »

Scroll to Top
Close Bitnami banner
Bitnami