cds bipin rawat, helicopter crash, iaf chopper crash, subramaniam swamy, bjp leader, cyber attack, rising odisha

CDS ବିପିନ ରାୱତ ଯାଉଥିବା ହେଲିକପ୍ଟର ଉପରେ ହୋଇଥିଲା ସାଇବର ଆଟାକ ?

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସ-ଚିଫ୍ ଅଫ୍ ଡିଫେନ୍ସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ନିଧନ ହୋଇଛି । ଏହି ଦୁର୍ଘଟଣାରେ ରାୱତଙ୍କ ପତ୍ନୀଙ୍କ ସହିତ ସମୁଦାୟ ୧୩ ଜଣ ଜୀବନ ହାରିଛନ୍ତି । ବୁଧବାର ସକାଳେ ଘଟିଥିବା ଏହି ଦୁର୍ଘଟଣା ପାଇଁ ଦେଶରେ ହଲଚଲ ସୃଷ୍ଟି ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏମଆଇ-୧୭ ହେଲିକପ୍ଟର ଗଛ ସହ ମାଡ ହେବା ପୂର୍ବରୁ ହିଁ ଏଥିରେ ନିଆଁ ଲାଗି ଯାଇଥିଲା । ଏପରିକି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି …

CDS ବିପିନ ରାୱତ ଯାଉଥିବା ହେଲିକପ୍ଟର ଉପରେ ହୋଇଥିଲା ସାଇବର ଆଟାକ ? Read More »