Browsing Tag

bjp leader

୮୮ ବର୍ଷ ତଳେ ଖୋଲା ହୋଇଥିଲା ତାଜମହଲର ଗୁପ୍ତଘର

ତାଜମହଲର ୨୨ ରୁମ ଖୋଲିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଂଚରେ ବିଜେପି ନେତା ଡାକ୍ତର ରଜନୀଶ ସିଂହ ଆବେଦନ କରିଛନ୍ତି । ହାଇକୋର୍ଟରେ ଏହି ଆବେଦନ ପରେ ଲୋକଙ୍କ ମଧ୍ୟରେ ତାଜମହଲର ସେହି ୨୨ ଗୁପ୍ତ ରୁମକୁ ନେଇ ଉତ୍କଣ୍ଠାଂ ବୃଦ୍ଧି ପାଇଛି । ଯଦି ହାଇକୋର୍ଟ୍ ୨୨ ରୁମ୍ ଖୋଲିବାକୁ
Read More...

CDS ବିପିନ ରାୱତ ଯାଉଥିବା ହେଲିକପ୍ଟର ଉପରେ ହୋଇଥିଲା ସାଇବର ଆଟାକ ?

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସ-ଚିଫ୍ ଅଫ୍ ଡିଫେନ୍ସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ନିଧନ ହୋଇଛି । ଏହି ଦୁର୍ଘଟଣାରେ ରାୱତଙ୍କ ପତ୍ନୀଙ୍କ ସହିତ ସମୁଦାୟ ୧୩ ଜଣ ଜୀବନ ହାରିଛନ୍ତି । ବୁଧବାର ସକାଳେ ଘଟିଥିବା ଏହି ଦୁର୍ଘଟଣା ପାଇଁ ଦେଶରେ ହଲଚଲ ସୃଷ୍ଟି ହୋଇଛି ।
Read More...
Close Bitnami banner
Bitnami