bjp leader smriti irani

ରାହୁଲଙ୍କୁ ଟାର୍ଗେଟ: ହିନ୍ଦୁସ୍ତାନ ଥିଲା, ଅଛି ଏବଂ ରହିବ

ଚେନ୍ନାଇ: ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ବରିଷ୍ଠ ବିଜେର୍ପିି ନେତ୍ରୀ ସ୍ମୃତି ଇରାନୀ । ସେ ତାମିଲନାଡୁର ଚେନ୍ନାଇରେ ନିଜର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ତାଙ୍କ ଭଳି ଅନେକ ଲୋକମାନେ ଆସିଛନ୍ତି, ଯାଇଛନ୍ତି । କିନ୍ତୁ ‘ହିନ୍ଦୁସ୍ତାନ’ ଅଛି, ଥିଲା ଏବଂ ରହିବ ।’ ରାହୁଲଙ୍କ ପାରିବାରିକ ଦୁର୍ଗ ଆମେଠିରୁ ସ୍ମୃତି ରାହୁଲଙ୍କୁ ପରାସ୍ତ କରିଥିଲେ । କଂଗ୍ରେସ …

ରାହୁଲଙ୍କୁ ଟାର୍ଗେଟ: ହିନ୍ଦୁସ୍ତାନ ଥିଲା, ଅଛି ଏବଂ ରହିବ Read More »

ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେନି ସୋନିଆ

ନୂଆଦିଲ୍ଲୀ: ମଙ୍ଗଳବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଭଳି ବିବୃତି ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ କହିଥିଲେ ଯେ, ମୁଁ ବାରାଣସୀ ଯାଇଥିବା ବେଳେ ଦେଖିଲି ଯେ, ଲୋକେ ଗୀତ ବଜାଇବା ସହ ମଦ ପିଇ ରାସ୍ତାରେ ଗଡୁଛନ୍ତି । ଉତ୍ତରପ୍ରଦେଶର ଭବିଷ୍ୟତ ଏବେ ଏଭଳି ପିଲାଙ୍କ ହାତରେ ରହିଛି । ରାହୁଲଙ୍କ ମନ୍ତବ୍ୟ ଶୁଣି ସ୍ମୃତି ଇରାନୀଙ୍କ କ୍ଷୋଭ ରାହୁଲଙ୍କ ଏଭଳି ମନ୍ତବ୍ୟ ଶୁଣି କେନ୍ଦ୍ରମନ୍ତ୍ରୀ ସ୍ମୃତି …

ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେନି ସୋନିଆ Read More »

sonia gandhi, smriti irani, congress vs bjp, rashtrapatni remark, adhir ranjan choudhary, ramadevi, nirmala sitharaman, rama devi, sansad, rising odisha, odia blog

ସୋନିଆ ଓ ସ୍ମୃତିଙ୍କ ମଧ୍ୟରେ କ’ଣ ହୋଇଥିଲା ? ଜାଣନ୍ତୁ ତିନି ମହିଳା ନେତ୍ରୀଙ୍କ ମୁହଁରୁ..

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ସଂସଦ ମଧ୍ୟରେ କଥା କଟାକଟିକୁ ନେଇ ରାଜନୀତି ବେସ ଗରମ ଅଛି । ଦାବି କରାଯାଉଛି ଯେ, ସୋନିଆ ସ୍ମୃତିଙ୍କୁ କାଳେ କହିଥିଲେ ୟୁ ଡୋଣ୍ଟ୍ ଟକ୍ ଟୁ ମି । ମାନେ ତୁମେ ମୋ ସହିତ କଥା ହୁଅନି । କଥିତ ଭାବେ ସୋନିଆ ସ୍ମୃତିଙ୍କୁ ଏଭଳି କହୁଥିବା ବେଳେ ଉଭୟ ଲୋକସଭା ବାଚସ୍ପତିଙ୍କ ଆସନ ପାଖରେ ଥିଲେ । ସେତେବେଳେ …

ସୋନିଆ ଓ ସ୍ମୃତିଙ୍କ ମଧ୍ୟରେ କ’ଣ ହୋଇଥିଲା ? ଜାଣନ୍ତୁ ତିନି ମହିଳା ନେତ୍ରୀଙ୍କ ମୁହଁରୁ.. Read More »

Scroll to Top
Close Bitnami banner
Bitnami