bisleri company news, jayanti chauhan bisleri, ramesh chauhan bisleri , OdiaBlog, RisingOdisha

ବିସଲେରିବ୍ରାଣ୍ଡର ମାଲିକାନା କାହିଁକି ଚାହିଁଲେନି ଜୟନ୍ତି ?

ଭାରତରେ ପ୍ୟାକେଜ୍ ପାଣି କହିଲେ ଗୋଟିଏ ବ୍ରାଣ୍ଡକୁ ବୁଝାଏ । ତା’ ହେଉଛିବିସଲେରି । ବିସଲାରି ଏମିତି ଗୋଟିଏ ବ୍ରାଣ୍ଡ୍ ଯାହା ଗତ ୫୦ ବର୍ଷ ହେବ ଭାରତୀୟ ପ୍ୟାକେଜଡ୍ ୱାଟର ବଜାର ଉପରେ ଏକାକି ରାଜ୍ କରୁଥିଲା । ବଜାରରେ ଏହାର ଭାଗ ଥିଲା ୩୨ ପ୍ରତିଶତ । ଅର୍ଥାତ ବଜାରରେ ଯଦି ଶହେ ପାଣି ବୋତଲ ବିକ୍ରି ହୁଏ ତେବେ ତା’ମଧ୍ୟରୁ ୩୨ଟି ବିସଲେରିର ହୋଇଥାଏ । ସେହି ବିସଲେରି ବ୍ରାଣ୍ଡକୁ ଏହାର ମାଲିକ …

ବିସଲେରିବ୍ରାଣ୍ଡର ମାଲିକାନା କାହିଁକି ଚାହିଁଲେନି ଜୟନ୍ତି ? Read More »