bhadrak district

ଲୋକଙ୍କ ସେବାରେ ୪ ବନ୍ଧୁ

କରୋନା ସଂକ୍ରମିତଙ୍କ ଶେଷ ସାହାରା ସେମାନେ । ନିଷ୍ଠାପର ସେବା କରି ଜୀବନ ବଂଚାଉଥିବା ମଣିଷ ସେମାନେ । ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ଉଦ୍ଧାର କରିବାର ପଣ କରିଛନ୍ତି ଏହି ୪ ଉଦୀୟମାନ ଯୁବକ । ଲୋକଙ୍କ ସେବା କରୁ କରୁ ୪ ଯୁବକଙ୍କୁ ଭଲ ବନ୍ଧୁ କରିଦେଇଛି ମହାମାରୀ କରୋନା । ବୟସ ବେଶୀ ନୁହେଁ, କାହାର ୨୫, ତ କାହାର ୩୦ ବର୍ଷ, ହେଲେ କରୋନା ସହ ଲଢ଼େଇ ଭଳି ଗୁରୁ …

ଲୋକଙ୍କ ସେବାରେ ୪ ବନ୍ଧୁ Read More »

Shubham, india book of records, small vaccum cleaner, bhadrak district, odisha, rising odisha

ଚର୍ଚ୍ଚାରେ ଶୁଭମ୍‌ଙ୍କ ଛୋଟ ଭ୍ୟାକ୍ୟୁମ୍ କ୍ଲିନର

ପ୍ରତିଭା ଆଗରେ ହାରମାନେ ଦୁନିଆର ସବୁ ପ୍ରତିବନ୍ଧକ । ଏପରି ଏକ ବିରଳ ପ୍ରତିଭାର ଅଧିକାରୀ ମେଧାବୀ ଛାତ୍ରଙ୍କୁ ମିଳିଛି ପୃଥିବୀର କ୍ଷୁଦ୍ରତମ ଭ୍ୟାକ୍ୟୁମ କ୍ଲନର ତିଆରି କରିବାର ପ୍ରଶଂସା ପତ୍ର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଖେରଙ୍ଗ ପଂଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀ ଛାତ୍ର ଛୋଟ ଛୋଟ ଭ୍ୟାକ୍ୟୁମ୍ କ୍ଲିନର ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି ଶୁଭମ୍ । ସଫଳତା ପାଇଁ ପରିବାର ଲୋକ ବେଶ …

ଚର୍ଚ୍ଚାରେ ଶୁଭମ୍‌ଙ୍କ ଛୋଟ ଭ୍ୟାକ୍ୟୁମ୍ କ୍ଲିନର Read More »

wheeler island, abdul kalam island, hog wheeler, odisha bhadrak district, missile man of India, DRDO, missile tests, agni missile tests, gahirmatha wildlife sanctuary, olive ridley turtles, bhadrak district, rising odisha

ସେହି ପ୍ରତିବନ୍ଧିତ ଦ୍ୱିପ ଯେଉଁଠାରୁ ଉଡନ୍ତି ‘ଅଗ୍ନି’ ଓ ‘ଆକାଶ’

ଏହା ଏମିତି ଗୋଟିଏ ଦ୍ୱିପ ଯାହା ଉପରେ ସମସ୍ତେ ପାଦ ଦେଇ ପାରିବେ ନାହିଁ । ଏହି ବର୍ଜିତ ଦ୍ୱିପରେ ପହଂଚିବାକୁ ହେଲେ ଆପଣଙ୍କର ଆବଶ୍ୟକ ହୋଇଥାଏ ହାଇ ସିକ୍ୱୁରିଟି କ୍ଲିୟରାନ୍ସ । ଯାହାର ସୁରକ୍ଷାରେ ଥାଏ କୋଷ୍ଟ ଗାର୍ଡ୍ । କଡା ସୁରକ୍ଷା ଘେରରେ ଥିବା ଏହି ଦ୍ୱିପରୁ ଭାରତ କରିଥାଏ ‘ଅଗ୍ନି’ ବର୍ଷା । ସିଧା କହିଲେ ଆପଣ ଯେଉଁ ଅଗ୍ନି ସିରିଜର କ୍ଷେପଣାସ୍ତ୍ର ପରିକ୍ଷଣ କଥା ଶୁଣନ୍ତି ସେହି ସବୁ ଏହି ଦ୍ୱିପରୁ …

ସେହି ପ୍ରତିବନ୍ଧିତ ଦ୍ୱିପ ଯେଉଁଠାରୁ ଉଡନ୍ତି ‘ଅଗ୍ନି’ ଓ ‘ଆକାଶ’ Read More »

Scroll to Top
Close Bitnami banner
Bitnami