Anganwadi

tilotama parija, tilotama didi, anganwadi didi, koraput, corona free village, asha didi, corona awareness program, rising odisha, odisha

ତିଳୋତମାଙ୍କ ନିରନ୍ତର ପ୍ରୟାସ

କରୋନା ମୁକ୍ତ ଟାଙ୍ଗରା ପାରଷ ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏବେ ରାଜ୍ୟର ଅଧିକାଂଶ ସ୍ଥାନ କରୋନା ମକ୍ତ । କେତେକ ଗାଁକୁ ତ କରୋନା ଆଦୌ ଛୁଇଁ ବି ପାରିନି । ଆଉ ଏସବୁ ସମ୍ଭବ ହୋଇଛି ଗାଁ ଲୋକଙ୍କ ସହଭାଗିତା ଓ ଅଙ୍ଗନବାଡ଼ି ଦିଦିଙ୍କ ସଚେତନତା କାର୍ଯ୍ୟକ୍ରମ ଯୋଗୁ । ଏମିତି ଜଣେ ଅଙ୍ଗନବାଡ଼ି ଦିଦି ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦରାଗଡ଼ା ପଞ୍ଚାୟତ ଟାଙ୍ଗର ପାରଷ ଅଙ୍ଗନବାଡ଼ି …

ତିଳୋତମାଙ୍କ ନିରନ୍ତର ପ୍ରୟାସ Read More »

ANM didi, Anganwadi didi, asha karmi, asha didi, sarojini kuanr, sonepur district

ଦୁର୍ଗମ ଅଂଚଳର ସାଥୀ ସରୋଜିନୀ

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଜଉଁରାଭଉଁରା ପଂଚାୟତର ଏଏନ୍‌ଏମ୍ ଦିଦି ସରୋଜିନୀ କୁଅଁର । ଏ ପଂଚାୟତର ଅଧିକାଂଶ ଗାଁ ଜଙ୍ଗଲ ଅଂଚଳରେ । ଚାଲିଚାଲି ଯିବାକୁ ପଡ଼େ । ତଥାପି ସେ ଦିନେ ଥକିନାହାନ୍ତି । ଏମିତି ଦିନ ନାହିଁ ଯେଉଁଦିନ ସେ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବାକୁ ସେ ଗାଁକୁ ଯାଇନାହାନ୍ତି । ଏବେ କରୋନା ସମୟରେ ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି । ଏ ଦୁର୍ଗମ ଅଂଚଳରେ ଲୋକଙ୍କ ସାଥୀ ପାଲଟିଯାଇଛନ୍ତି ସରୋଜିନୀ …

ଦୁର୍ଗମ ଅଂଚଳର ସାଥୀ ସରୋଜିନୀ Read More »

Scroll to Top
Close Bitnami banner
Bitnami