america

mobile ban, tv ban, green bank city, west virginia, america, USA, odia blog, rising odisha

ଦୁନିଆର ଏକମାତ୍ର ସହର ଯେଉଁଠି ଚାଲେନା ମୋବାଇଲ କି ଟିଭି

ଆମେ ଡିଜିଟାଲ ଯୁଗରେ ବଂଚୁଛେ । ୪ ଜି ପରେ ଦୁନିଆ ୫ ଜି ଆଡକୁ ଅଗ୍ରସର ହେଉଛି । ଛୋଟରୁ ଛୋଟ କାମ ପାଇଁ ଡିଜିଟାଲ ମିଡିଆ ଉପରେ ନିର୍ଭରଶୀଳ ଦୁନିଆ । ଟିଭି ଓ ରେଡିଓକୁ ଛାଡନ୍ତୁ ଆଜିର ସମୟରେ ମୋବାଇଲ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡିଭାଇସ୍ । ଏହା ବିନା ଗୋଟିଏ ମିନିଟ୍ କାଟିବା ବି ଅସମ୍ଭବ ହୋଇପଡେ । ସ୍ମାର୍ଟ୍ ଫୋନ୍ ଉପରେ ଆମ ନିର୍ଭରଶୀଳତା ଦିନକୁ ଦିନ ବଢିବାରେ ଲାଗିଛି …

ଦୁନିଆର ଏକମାତ୍ର ସହର ଯେଉଁଠି ଚାଲେନା ମୋବାଇଲ କି ଟିଭି Read More »

taliban, america, unused airccrafts, helicopters, america left aircrafts, taliban against america, rising odisha

ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ

ଅଗଷ୍ଟ ୧୫ ତାରିଖରେ କାବୁଲ ଉପରେ ତାଲିବାନର କବଜା ସହିତ ପୁରା ଦୁନିଆ ଚମକି ପଡିଥିଲା । ଆଫଗାନିସ୍ତାନ ଉପରେ ତାଲିବାନର କବଜାକୁ ନେଇ ଦୁନିଆ ଯେତିକି ତାଜୁବ ନଥିଲା ତା’ଠାରୁ ଅଧିକ ତାଜୁବ ହୋଇଥିଲା ଯେଉଁ ଢଙ୍ଗରେ ଆମେରିକା ତା’ର ଆଧୁନିକ ବିମାନ ସବୁକୁ ତାଲିବାନ ପାଇଁ ଛାଡି ଯାଇଥିଲା । ୬ ଲକ୍ଷ ଛୋଟ ଅସ୍ତ୍ର ବାଦ ଆମେରିକା ଲଢୁଆ ବିମାନ ହେଲିକପ୍ଟରକୁ ଛାଡି ପଳାଇ ଯାଇଥିଲା । ଆମେରିକା ସେନାର ୟୁନିଫର୍ମ ବୁଲେଟ୍ …

ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ Read More »

46 years ago, vietnam war, fall of saigon, US troops, america army, afghansitan, US army withdrawal, 1975 vietnam, 2021 afghanistan, US embassy in kabul , rising odisha

୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ

ଆଫଗାନିସ୍ତାନରୁ ଯେଉଁଭଳି ତରବରିଆ ଭାବେ ଅଙ୍କଲ ସାମ୍ ନିଜ ସୈନିକଙ୍କୁ ଫେରାଇ ଆଣିଲେ ତାହା ୪୬ ବର୍ଷ ତଳର ଘଟଣାକୁ ମନେ ପକାଇ ଦେଉଛି । ପୂର୍ବ ଏସିଆର ଭିଏତନାମରେ ଆମେରିକା ଠିକ ଏକାଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ସେତେବେଳେ ଆମେରିକା ଭିଏତନାମ ଆସିଥିଲା କମ୍ୟୁନିଜମ ନାମକ ରୋଗରୁ ଏସିଆକୁ ବଞ୍ଚାଇବାକୁ । କିନ୍ତୁ ପରିସ୍ଥିତି ଏମିତି ହୋଇଥିଲା ଯେ, ଆମେରିକା ଅସ୍ତବ୍ୟସ୍ତ ହୋଇ ଭିଏତନାମ ଛାଡିଥିଲା । ସେତେବେଳେ ନିଜର କୂଟନିତିଜ୍ଞଙ୍କୁ ସାଇଗନ ସ୍ଥିତ …

୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ Read More »

japan, hiroshima, nagasaki, fatman, little boy, USA, america, atomic bomb, nuclear bombs, 76 years ago, second world war, truman, rising odisha

ପରମାଣୁ ବୋମା ପକାଇବା ପାଇଁ ଆମେରିକା କ’ଣ ପାଇଁ ହିରୋସିମା ଓ ନାଗାସାକୀକୁ ବାଛିଥିଲା ?

ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାନକ ଅନ୍ତର କାହାଣୀ କୁହେ ଜାପାନର ହିରୋସିମା ଓ ନାଗାସାକୀ ଉପରେ ଆମେରିକାର ପରମାଣୁ ବୋମାମାଡ । ଅଗଷ୍ଟ ୬ର ହିରୋସିମା ଉପରେ ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । ଏହାର ତିନି ଦିନ ପରେ ଅର୍ଥାତ ଅଗଷ୍ଟ ୯ ତାରିଖରେ ନାଗାସାକୀ ଉପରେ ଦ୍ୱିତୀୟ ପରମାଣୁ ବୋମା ପଡିଥିଲା । ଯେଉଁଥିରେ ଲକ୍ଷାଧିକ ପ୍ରାଣ ହରାଇଥିଲେ । ଏହାଭିତରେ ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ପରମାଣୁ ଆକ୍ରମଣର ଭୟାବହତାକୁ ବିଶ୍ୱ ଭୁଲି …

ପରମାଣୁ ବୋମା ପକାଇବା ପାଇଁ ଆମେରିକା କ’ଣ ପାଇଁ ହିରୋସିମା ଓ ନାଗାସାକୀକୁ ବାଛିଥିଲା ? Read More »

olympic medal, gold medal, gold weighs, tokyo olympics, japan, India gold medalists, gold medals, silver medals, bronze medals. rising odisha

ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର

ଟୋକିଓ ଅଲମ୍ପିକ୍ସର ଆରମ୍ଭ ହୋଇ ସାରିଛି । ଅନେକ ଖେଳରେ ଭାରତୀୟ ଖେଳାଳୀ ଅଂଶ ଗ୍ରହଣ କରୁଛନ୍ତି । ଏପର୍ଯ୍ୟନ୍ତ ଭାରତ ଭାଗରେ ଗୋଟିଏ ରୌପ୍ୟ ପଦକ ଆସିଛି । ଅଲମ୍ପିକ୍ ଖେଳ ବେଳେ ଆମ ନଜର ସାଧାରଣତଃ ପଦକ ତାଲିକା ଉପରେ ଥାଏ । ଆମେରିକା, ଚୀନ୍ ଓ ଋଷ ଭଳି ଦେଶ ପଦକ ତାଲିକା ଉପରେ କବଜା ଜମେଇ ରଖୁଥିବା ବେଳେ ଭାରତ ଭଳି ଦେଶଙ୍କ ପାଇଁ ପଦକ ମରୁଡି ପଡିଥାଏ । ସବୁ …

ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର Read More »

weather change, climatic change, natural disasters 2020, china flood, western europe rain, siberia temperature, asia, africa, america, europe, global warming, rising odisha

ଗୋଟିଏ ସମୟରେ ୪୦ ଦେଶରେ ପ୍ରକୃତିର ରୌଦ୍ର ରୂପ, କ’ଣ ସତ ହେଉଛି ଜଳବାୟୁ ପରିବର୍ତ୍ତନ ଆଶଙ୍କା ?

କରୋନା ଭୂତାଣୁ ଆକ୍ରମଣ ଭିତରେ ପୃଥିବୀ ଆଉ ଗୋଟିଏ ବିପଦ ସହ ମୁହାଁମୁହିଁ ହୋଇଛି । ଏବେ ବିଶ୍ୱର ବିଭିନ୍ନ ଦେଶଙ୍କୁ ପ୍ରକୃତିର ରୌଦ୍ରରୂପର ସମ୍ମୁଖୀନ ହେବାକୁ ପଡୁଛି । କରୋନାକୁ ଟିକା ହୁଏତ ନିପାତ କରିପାରେ କିନ୍ତୁ ପାଣିପାଗ ବିଜ୍ଞାନୀ ଏବେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତିତ ଅଛନ୍ତି । ଏସିଆ, ୟୁରୋପ, ଆମେରିକା ଓ ଆଫ୍ରିକାରେ ଜଳବାୟୁର ରୌଦ୍ରରୂପ ବୈଜ୍ଞାନିକଙ୍କୁ ଚକିତ କରିଦେଇଛି । କେଉଁଠି ମରୁଡି, କେଉଁଠି ଭୀଷଣ ବର୍ଷାରୁ ବନ୍ୟା ପୁଣି …

ଗୋଟିଏ ସମୟରେ ୪୦ ଦେଶରେ ପ୍ରକୃତିର ରୌଦ୍ର ରୂପ, କ’ଣ ସତ ହେଉଛି ଜଳବାୟୁ ପରିବର୍ତ୍ତନ ଆଶଙ୍କା ? Read More »

American independence, america at 245 years, american flag, USA, united states flag design, rising odisha

ଆମେରିକାକୁ ହେଲା ୨୪୫ ବର୍ଷ, ମାର୍କ ବଢିବ ବୋଲି ଜାତୀୟ ପତାକା ଡିଜାଇନ କରିଥିଲେ ହାଇସ୍କୁଲ ଛାତ୍ର

ଜୁଲାଇ ୪ ହେଉଛି ଆମେରିକାର ସ୍ୱାଧିନତା ଦିବସ । ୨୪୫ ବର୍ଷ ତଳେ ଆମେରିକା ବ୍ରିଟେନ ଅଧିନରୁ ନିଜକୁ ସ୍ୱାଧିନ ଘୋଷଣା କରିଥିଲା । ଆମେରିକା ଏବେ ବିଶ୍ୱର ସୁପରପାୱାର । କିନ୍ତୁ ଯେତେବେଳେ ଏହା ସ୍ୱାଧିନତା ପାଇଥିଲା, ସେତେବେଳେ ଚିତ୍ର ଅଲଗା ଥିଲା । ସେତେବେଳେ ବିଶ୍ୱର ଏକମାତ୍ର ସୁପରପାୱାର ଥିଲା ଗ୍ରେଟ୍ ବ୍ରିଟେନ୍ ଓ ତାକୁ ଚ୍ୟାଲେଂଜ ଦେବାକୁ ଉଭା ହେଉଥିଲା ଫ୍ରାନ୍ସ । ଅନେକଙ୍କ ପାଇଁ ଆମେରିକା ସ୍ୱପ୍ନର ଦେଶ । ତେବେ …

ଆମେରିକାକୁ ହେଲା ୨୪୫ ବର୍ଷ, ମାର୍କ ବଢିବ ବୋଲି ଜାତୀୟ ପତାକା ଡିଜାଇନ କରିଥିଲେ ହାଇସ୍କୁଲ ଛାତ୍ର Read More »

Scroll to Top
Close Bitnami banner
Bitnami