Allahabad High Court

‘ଲିଭ୍‌-ଇନ୍‌’ ସମ୍ପର୍କରେ ନାହିଁ ନିଷ୍ଠା , ଅଛି ‘ଟାଇମ୍‌ପାସ୍‌’

ପ୍ରୟାଗରାଜ: ଲିଭ୍‌-ଇନ ରିଲେଶନଶିପ୍ ବା ବିବାହ ନ କରି ପୁରୁଷ ଓ ମହିଳା ଏକତ୍ର ରହିବା ଏବେ ଜୀବନଶୈଳୀର ଅଂଶବିଶେଷ ହୋଇଗଲାଣି । ଆଜିକାଲି ଛୋଟବଡ଼ ସହରରେ ଯୁବକଯୁବତୀ ଲିଭ୍ ଇନ୍‌ରେ ରହିବା ଏକ ପ୍ରକାର ଟ୍ରେଣ୍ଡ୍ ପାଲଟିଗଲାଣି । ‘ଲିଭ୍‌-ଇନ୍‌’ ସମ୍ପର୍କ ବିପରୀତ ଲିଙ୍ଗ ପାଇଁ କ୍ଷଣିକ ଉଦ୍‌ବେଳନ ମାତ୍ର; ସେଥିରେ ନିଷ୍ଠା ନାହିଁ, କେବଳ ‘ଟାଇମ୍‌ପାସ୍‌’ ଅଛି ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଲିଭ୍‌-ଇନ୍ ପାର୍ଟନର ଭାବେ ରହିବାକୁ ପ୍ରେମୀଯୁଗଳଙ୍କ ଇଛା ଦୁଇ …

‘ଲିଭ୍‌-ଇନ୍‌’ ସମ୍ପର୍କରେ ନାହିଁ ନିଷ୍ଠା , ଅଛି ‘ଟାଇମ୍‌ପାସ୍‌’ Read More »

taj mahal, secret rooms, agra, uttar pradesh, seven wonders of world, odia blog, rising odisha

୮୮ ବର୍ଷ ତଳେ ଖୋଲା ହୋଇଥିଲା ତାଜମହଲର ଗୁପ୍ତଘର

ତାଜମହଲର ୨୨ ରୁମ ଖୋଲିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଂଚରେ ବିଜେପି ନେତା ଡାକ୍ତର ରଜନୀଶ ସିଂହ ଆବେଦନ କରିଛନ୍ତି । ହାଇକୋର୍ଟରେ ଏହି ଆବେଦନ ପରେ ଲୋକଙ୍କ ମଧ୍ୟରେ ତାଜମହଲର ସେହି ୨୨ ଗୁପ୍ତ ରୁମକୁ ନେଇ ଉତ୍କଣ୍ଠାଂ ବୃଦ୍ଧି ପାଇଛି । ଯଦି ହାଇକୋର୍ଟ୍ ୨୨ ରୁମ୍ ଖୋଲିବାକୁ ଅନୁମତି ଦିଅନ୍ତି ତେବେ କ’ଣ ହେବ ? କେଉଁ ରହସ୍ୟ ପଦାକୁ ଆସିବ ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି …

୮୮ ବର୍ଷ ତଳେ ଖୋଲା ହୋଇଥିଲା ତାଜମହଲର ଗୁପ୍ତଘର Read More »

gyanvapi mosque, gyanvapi masjid case, mosque, kashi, mathura, temples of india, rising odisha, odia blog

ଜ୍ଞାନବାପି ମସଜିଦ ବିବାଦ କ’ଣ ?

ଜାଣନ୍ତୁ ବାରଣାସୀ ବିବାଦର ଟାଇମ୍ ଲାଇନ୍ କ’ଣ ? କେମିତି ଓ କେବେଠାରୁ ଆରମ୍ଭ ହୋଇଛି ବିବାଦ.. ନବେ ଦଶକରେ ଯେତେବେଳେ ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନ ଚରମରେ ଥିଲା ସେତେବେଳେ ଗୋଟିଏ ସ୍ଲୋଗାନ ବେସ ଚର୍ଚ୍ଚିତ ଥିଲା । ସେହି ସ୍ଲୋଗାନ ଥିଲା- ଅୟୋଧ୍ୟା ତୋ’ ଝାଙ୍କି ହୈ,କାଶୀ-ମଥୁରା ବାକି ହୈ’’ । ଯାହାର ଅର୍ଥ ହେଉଛି ଅଯୋଧ୍ୟା କେବଳ ଟ୍ରେଲର, କାଶୀ-ମଥୁରା ବାକି ଅଛି । ଏହି ସ୍ଲୋଗାନ ପଛର କାରଣ ହେଉଛି ଥିଲା …

ଜ୍ଞାନବାପି ମସଜିଦ ବିବାଦ କ’ଣ ? Read More »

Scroll to Top
Close Bitnami banner
Bitnami