afghanistan

imran khan, pakistan prime minister, taliban spokesperson, Taliban Commander General Mubeen, tehreek-e-taliban, puppet, imran khan, rising odisha

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ !

ତାଲିବାନ ଫେରିବାକୁ ନେଇ ଯଦି ସବୁଠାରୁ କିଏ ଅଧିକା ଖୁସି ଥିଲା ଓ ଅଛି ତେବେ ସେଇ ଦେଶ ହେଉଛି ପାକିସ୍ତାନ । କାରଣ ଆଫଗାନିସ୍ତାନରେ ତାଲିବାନ ଅର୍ଥ ପାକିସ୍ତାନକୁ ତା’ର ଆତଙ୍କ ଫ୍ୟାକ୍ଟ୍ରି ପାଇଁ ଆଫଗାନିସ୍ତାନ ଭଳି ଉର୍ବର ମାଟି ମିଳିବା । ତେଣୁ ପାକିସ୍ତାନ ବିଶ୍ୱ ସମ୍ପ୍ରଦାୟକୁ ତୁରନ୍ତ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ବାରମ୍ବାର କହୁଛି । ତାଲିବାନ ମଧ୍ୟ ଆଫଗାନୀ ତେଣୁ ତାଙ୍କ ସରକାରକୁ ବିଶ୍ୱ ସମ୍ପ୍ରଦାୟ ମାନ୍ୟତା ଦେଉ ବୋଲି …

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ ! Read More »

taliban, america, unused airccrafts, helicopters, america left aircrafts, taliban against america, rising odisha

ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ

ଅଗଷ୍ଟ ୧୫ ତାରିଖରେ କାବୁଲ ଉପରେ ତାଲିବାନର କବଜା ସହିତ ପୁରା ଦୁନିଆ ଚମକି ପଡିଥିଲା । ଆଫଗାନିସ୍ତାନ ଉପରେ ତାଲିବାନର କବଜାକୁ ନେଇ ଦୁନିଆ ଯେତିକି ତାଜୁବ ନଥିଲା ତା’ଠାରୁ ଅଧିକ ତାଜୁବ ହୋଇଥିଲା ଯେଉଁ ଢଙ୍ଗରେ ଆମେରିକା ତା’ର ଆଧୁନିକ ବିମାନ ସବୁକୁ ତାଲିବାନ ପାଇଁ ଛାଡି ଯାଇଥିଲା । ୬ ଲକ୍ଷ ଛୋଟ ଅସ୍ତ୍ର ବାଦ ଆମେରିକା ଲଢୁଆ ବିମାନ ହେଲିକପ୍ଟରକୁ ଛାଡି ପଳାଇ ଯାଇଥିଲା । ଆମେରିକା ସେନାର ୟୁନିଫର୍ମ ବୁଲେଟ୍ …

ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ Read More »

major general chris donahue, last american soldier, last US soldier leaving afghanistan, US army, rising odisha

ଆଫଗାନିସ୍ତାନ ଛା଼ଡିବା ପୂର୍ବରୁ ଆମେରିକାର ଶେଷ ସୈନିକ ତାଲିବାନ କମାଣ୍ଡରକୁ କ’ଣ କହିଥିଲେ ?

୨୦ ବର୍ଷ ପରେ ଆମେରିକା ମଙ୍ଗଳବାର ଦିନ ଆଫଗାନିସ୍ତାନ ଛାଡିଛି । ସୋମବାର-ମଙ୍ଗଳବାର ମଧ୍ୟରାତ୍ରୀରେ ଆମେରିକାର ବାକି ସୈନିକ ତିନୋଟି ବିମାନରେ କାବଲୁ ଛାଡି ଚାଲିଯାଇଥିଲେ । ଆଫଗାନିସ୍ତାନର ଭବିଷ୍ୟତ କ’ଣ ହେବ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ପେଣ୍ଟାଗନ ଏହା ଭିତରେ କାବୁଲ ଛାଡିଥିବା ଶେଷ ସୈନିକଙ୍କ ଫଟୋକୁ ଟ୍ୱିଟ୍ କରିଛି । ଆସନ୍ତୁ ଜାଣିବା ଆଫଗାନିସ୍ତାନ ମାଟିକୁ ସଭାଶେଷର ‘ବାଏ’ କହିଥିବା ସେହି ଶେଷ ସୈନିକ କିଏ ଓ ଆଫଗାନିସ୍ତାନରେ ତାଙ୍କ ଦାୟିତ୍ୱ …

ଆଫଗାନିସ୍ତାନ ଛା଼ଡିବା ପୂର୍ବରୁ ଆମେରିକାର ଶେଷ ସୈନିକ ତାଲିବାନ କମାଣ୍ଡରକୁ କ’ଣ କହିଥିଲେ ? Read More »

haqqani network, haqqani, al qaeda, sirajuddin haqqani, jalaluddin haqqani, India, rising odisha

ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ?

ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ପୁରା ଦୁନିଆ ସହିତ ଭାରତର ଚିନ୍ତା ମଧ୍ୟ ବଢିଯାଇଛି । ଏହାର କାରଣ ହେଉଛି ତାଲିବାନ ସହିତ ଦୁଇଟି ବିପଜ୍ଜନକ ସଂଗଠନର ସମ୍ପର୍କ । ଏହି ଦୁଇ ସଂଗଠନର ନାମ ହେଉଛି ହକ୍କାନୀ ନେଟୱର୍କ ଓ ଅଲକାଏଦା । ତାଲିବାନର ଅଧିକାଂଶ ସୈନିକ ହକ୍କାନୀ ନେଟୱର୍କ ସହିତ ସମ୍ପର୍କ ରଖନ୍ତି । ଅନ୍ୟପକ୍ଷରେ ତାଲିବାନ ଓ ଅଲକାଏଦା ସମ୍ପର୍କ ବେସ ପୁରୁଣା । ୨୦୦୧ରେ ଅଲକାଏଦାକୁ ଖୋଜି ଖୋଜି ଆମେରିକା …

ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ? Read More »

sheru, IMA, Indian military academy, talibani leader, afghanistan army, afghanistan taliban, sher mohammad abbas stanikzai, rising odisha

କ’ଣ ପାଇଁ ଇଣ୍ଡିଆନ ମିଲିଟାରି ଆକାଡେମି ଆସିଥିଲା ତାଲିବାନ ନେତା ଶେରୁ, କାହିଁକି ଗଙ୍ଗରେ ପକାଇଥିଲା ବୁଡ଼ ?

ତାଲିବାନ ଦୁଇ ଦଶକର କ୍ଷମତା ବନବାସ ପରେ ପୁଣିଥରେ ଆଫଗାନିସ୍ତାନରେ ସରକାର ଗଠନ କରିଛି । ଗଣତାନ୍ତ୍ରିକ ସରକାରକୁ କ୍ଷମତାରୁ ବେଦଖଲ କରି ତାଲିବାନ ଶାସନକୁ ଆସିବା ପଛରେ ରହିଛି ଏହାର କିଛି ଜେନରାଲଙ୍କ ମହତ୍ୱପୂର୍ଣ୍ଣ ଭୂମିକା । ସେହିଭଳି ଜଣେ ତାଲିବାନୀ ନେତା ହେଉଛନ୍ତି ଶେର ମହମ୍ମଦ । ଏହି ଶେର ମହମ୍ମଦଙ୍କ ଭାରତ ଲିଙ୍କ୍ ଜାଣିଲେ ଆପଣ ଆଶ୍ଟର୍ଯ୍ୟ ହେବେ । ଯେଉଁ ତାଲିବାନକୁ ନେଇ ଏବେ ଭାରତରେ ଏତେ ଆଶଙ୍କା ସୃଷ୍ଟି ହେଉଛି, …

କ’ଣ ପାଇଁ ଇଣ୍ଡିଆନ ମିଲିଟାରି ଆକାଡେମି ଆସିଥିଲା ତାଲିବାନ ନେତା ଶେରୁ, କାହିଁକି ଗଙ୍ଗରେ ପକାଇଥିଲା ବୁଡ଼ ? Read More »

afghanistan taliban war, afghanistan warlords, warlords of afghanistan, abdur rashid dostum, atta mohammad noor, amrullah saleh, salima mazari, rising odisha

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ?

ଆଫଗାନିସ୍ତାନରେ ତାଲିବାନର ଦ୍ୱିତୀୟ ପାଳି ଆରମ୍ଭ ହୋଇ ସାରିଛି । ତାଲିବାନ ପୁଣିଥରେ ବଳପୂର୍ବକ କ୍ଷମତା ଦଖଲ କରିଛି । ଯାହା ଆଫଗାନିସ୍ତାନ ପାଇଁ କିଛି ନୂଆ ନୁହେଁ । କାରଣ ୧୯୬୦ ଦଶକରୁ ଆଫଗାନିସ୍ତାନରେ କୌଣସି ସରକାର ନିଜ ଇଛାରେ କ୍ଷମତା ଛାଡି ନାହିଁ । କେତେବେଳେ ସାମରିକ ବିଦ୍ରୋହ ତ’ କେତେବେଳେ ସୋଭିଏତ ରୁଷର ହସ୍ତକ୍ଷେପରେ ସରକାର ଯାଇଛନ୍ତି । ୧୯୯୦ ଦଶକରେ କମ୍ୟୁନିଷ୍ଟ ସରକାରର ପତନ ପରେ ମୁଜାହିଦ୍ଦିନ କ୍ଷମତାକୁ ଆସିଲେ କିନ୍ତୁ …

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ? Read More »

India, Afghanistan, India investments in afghanistan, kabul parliament house, salma dam, stor palace,

ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ

ତାଲିବାନ କବଜାର ଆଫଗାନିସ୍ତାନ । ତାଲିବାନ ମାନେ ପାକିସ୍ତାନ । ପାକିସ୍ତାନ ମାନେ ଭାରତର ସ୍ୱାର୍ଥ ପ୍ରତି ବିପଦ । ୨୦୦୧ରେ ତାଲିବାନ ସରକାର ପତନ ପରେ ଭାରତ ଉପରେ ସେଠାକୁ ସେନା ପଠାଇବାକୁ ଆମେରିକାର ଚାପ ଥିଲା । କିନ୍ତୁ ତତ୍କାଳୀନ ଅଟଳ ବିହାରୀ ବାଜପାୟୀ ସରକାର ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଇ ଆଫଗାନିସ୍ତାନକୁ ସେନା ପଠାଇ ନଥିଲା । ଭାରତ ସିଧାସଳଖ ଆଫଗାନିସ୍ତାନରେ ସାମରିକ ହସ୍ତକ୍ଷେପ କରିବାକୁ ଚାହିଁନଥିଲା । ଏହା ବଦଳରେ ଭାରତ …

ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ Read More »

46 years ago, vietnam war, fall of saigon, US troops, america army, afghansitan, US army withdrawal, 1975 vietnam, 2021 afghanistan, US embassy in kabul , rising odisha

୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ

ଆଫଗାନିସ୍ତାନରୁ ଯେଉଁଭଳି ତରବରିଆ ଭାବେ ଅଙ୍କଲ ସାମ୍ ନିଜ ସୈନିକଙ୍କୁ ଫେରାଇ ଆଣିଲେ ତାହା ୪୬ ବର୍ଷ ତଳର ଘଟଣାକୁ ମନେ ପକାଇ ଦେଉଛି । ପୂର୍ବ ଏସିଆର ଭିଏତନାମରେ ଆମେରିକା ଠିକ ଏକାଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ସେତେବେଳେ ଆମେରିକା ଭିଏତନାମ ଆସିଥିଲା କମ୍ୟୁନିଜମ ନାମକ ରୋଗରୁ ଏସିଆକୁ ବଞ୍ଚାଇବାକୁ । କିନ୍ତୁ ପରିସ୍ଥିତି ଏମିତି ହୋଇଥିଲା ଯେ, ଆମେରିକା ଅସ୍ତବ୍ୟସ୍ତ ହୋଇ ଭିଏତନାମ ଛାଡିଥିଲା । ସେତେବେଳେ ନିଜର କୂଟନିତିଜ୍ଞଙ୍କୁ ସାଇଗନ ସ୍ଥିତ …

୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ Read More »

taliban captured kabul, afghan army, afghan govt, abdul rashid dostum, mohammad ismail khan, afghan army surrenders to taliban, rising odisha

୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ତିଆରି ସେନା କେମିତି ତାଲିବାନ ଆଗରେ ଆଣ୍ଠେଇ ପଡିଲା ?

କାବୁଲ ଏବେ ତାଲିବାନ କବଜାରେ । ତାଲିବାନ କାବୁଲ ଭିତରକୁ ପ୍ରବେଶ ପୂର୍ବରୁ ସରକାରୀ ସେନା ଅଧିକାରୀ ଓ ସୈନିକଙ୍କୁ କ୍ଷମାଦାନ କଥା କହିଥିଲା । ଏହା ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଗୋଟିଏ ଆତଙ୍କବାଦୀ ସଂଗଠନ କେମିତି ମାତ୍ର କେଇ ଦିନ ଭିତରେ ଦେଶର ସେନାକୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କରିପାରେ ? ଯେଉଁ ଆଫଗାନୀ ସେନା ତିଆରି କରିବା ପାଇଁ ଆମେରିକା ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲା …

୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ତିଆରି ସେନା କେମିତି ତାଲିବାନ ଆଗରେ ଆଣ୍ଠେଇ ପଡିଲା ? Read More »

afghanistan, taliban, afghan govt surrenders, taliban war, ashraf ghani, rising odisha

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ

ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି ଅଶରଫ ଗନି ପରିବାର ସହିତ ଦେଶ ଛାଡିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି । କାବୁଲ ଜନତା ତାଲିବାନ ଡରରେ ଥରହର …

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ Read More »

Scroll to Top
Close Bitnami banner
Bitnami