afghanistan army

pakistan ISI chief, kabul afghanistan, kashmir issue, India, taliban, panjshir resistance, rising odisha

ଆଫଗାନିସ୍ତାନରେ ISI ମୁଖ୍ୟଙ୍କ ଉପସ୍ଥିତିର ଅର୍ଥ କ’ଣ ? ଭାରତ ପାଇଁ କାହିଁକି ଏହା ଶୁଭଙ୍କର ନୁହେଁ ?

ତାଲିବାନ ଯେଉଁଭଳି ଭାବେ ମାତ୍ର କେଇଦିନ ମଧ୍ୟରେ ପୁରା ଆଫଗାନିସ୍ତାନକୁ ନିଜ କବଜାକୁ ନେଲା ତାହା ଆମେରିକା ସମେତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକୀୟ ସେନାର ଅନୁମାନ ଥିଲା ଯେ, ଆଫଗାନିସ୍ତାନ ଉପରେ କବଜା ପାଇଁ ତାଲିବାନକୁ ଅତିକମରେ ୯୦ ଦିନ ସମୟ ଲାଗିବ । କିନ୍ତୁ ପେଣ୍ଟାଗନର ଅନୁମାନ ଭୁଲ ସାବ୍ୟସ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ ତାଲିବାନର ବିଜୟ ପାଇଁ କେଉଁ କାରଣ ସବୁଠାରୁ ବଡ ଥିଲା ? ଉତ୍ତର ହେଉଛି ପାକିସ୍ତାନ …

ଆଫଗାନିସ୍ତାନରେ ISI ମୁଖ୍ୟଙ୍କ ଉପସ୍ଥିତିର ଅର୍ଥ କ’ଣ ? ଭାରତ ପାଇଁ କାହିଁକି ଏହା ଶୁଭଙ୍କର ନୁହେଁ ? Read More »

butcher of kabul, Gulbuddin Hekmatyar, islamist, Hezb-e-Islami , rising odisha

କାବୁଲର କଂସେଇ,ଏବେ ଆଫଗାନିସ୍ତାନରେ ତାଲିବାନ ସହିତ ସନ୍ଧି କରିଛି

ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ହିଜ୍ବ-ଏ-ଇସଲାମି (ଗୁଲବୁଦ୍ଦିନ)ର ପ୍ରମ୍ମୁଖ ଗୁଲବୁଦ୍ଦିନ ହିକମତୟାରଙ୍କ ଗଣତି ଦେଶ ଇତିହାସର ସବୁଠାରୁ ଅଧିକ ବିବାଦୀୟ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ । ଗୋଟିଏ ସମୟରେ ତାଙ୍କୁ ବୁଚର ଅଫ୍ କାବୁଲ ବା କାବୁଲର କଂସେଇ ବୋଲି କୁହାଯାଉଥିଲା । ୧୯୮୦ ଦଶକରେ ସୋଭିଏତ ସଂଘ ଆଫଗାନିସ୍ତାନ ଦଖଲ କରିବା ପରେ ଯେଉଁ ବିଦ୍ରୋହ ଆରମ୍ଭ ହୋଇଥିଲା ତା’ର ନେତୃତ୍ୱ ନେଇଥିଲେ ଗୁଲବୁଦ୍ଦିନ । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ତାଲିବାନ ମଧ୍ୟ …

କାବୁଲର କଂସେଇ,ଏବେ ଆଫଗାନିସ୍ତାନରେ ତାଲିବାନ ସହିତ ସନ୍ଧି କରିଛି Read More »

Scroll to Top
Close Bitnami banner
Bitnami