airplanes, aeroplane, white colour airplanes, passenger airplanes, rising odisha

ଯାତ୍ରୀବାହି ବିମାନର ରଙ୍ଗ କାହିଁକି ଧଳା ହୋଇଥାଏ ? ଜାଣନ୍ତୁ କାରଣ

ଯେତେବେଳେ ବି ଆପଣ କୌଣସି ପାସେଞ୍ଜର ପ୍ଲେନରେ ବସିଥିବେ ଆପଣଙ୍କ ମନକୁ ଗୋଟିଏ ପ୍ରଶ୍ନ ଆସିଥିବା ଯେ, ସବୁ ଯାତ୍ରୀବାହି ବିମାନର ରଙ୍ଗ କାହିଁକି ଧଳା ହୋଇଥାଏ ? ଆପଣ କେବେ ମଧ୍ୟ କୌଣସି ବି ଏୟାରଲାଇନ୍ସର ଯାତ୍ରୀବାହି ବିମାନକୁ ଅଲଗା ରଙ୍ଗରେ ଦେଖିନଥିବେ । ତେଣୁ ଏହି ପ୍ରଶ୍ନ ମନକୁ ଆସିବା ସ୍ୱଭାବିକ ଯେ, କ’ଣ ପାଇଁ କୌଣସି ଏୟାରଲାଇନ୍ସ ଅଲଗା ରଙ୍ଗର ବିମାନ ବ୍ୟବହାର କରନ୍ତି ନାହିଁ । ଆସନ୍ତୁ ଜାଣିବା ଏହାର ଉତ୍ତର …

ଯାତ୍ରୀବାହି ବିମାନର ରଙ୍ଗ କାହିଁକି ଧଳା ହୋଇଥାଏ ? ଜାଣନ୍ତୁ କାରଣ Read More »