2024 election prediction

pm narendra modi, rahul gandhi, nda vs india alliance, odia blog, rising odisha

ରାହୁଲ କିମ୍ବା ମୋଦି କାହାପାଇଁ ୨୦୨୪ ସହଜ ନୁହେଁ

୨୦୧୪ ନିର୍ବାଚନ ବିଜୟ ପରେ ମୋଦି ବ୍ରାଣ୍ଡରେ ପରିଣତ ହୋଇଥିଲେ । ନିର୍ବାଚନ ଜିତିବା ପାଇଁ ଦଳ ମୋଦିଙ୍କ ଉପରେ ନିର୍ଭର କରିବାକୁ ଲାଗିଲା । ମୋଦି ମୋଦିର ଗଗନଭେଦି ସ୍ଲୋଗାନରେ ପୁରା ଦେଶ କମ୍ପୁଥିଲା । ସ୍ଥାନୀୟ ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ,ବିଜେପି ମୋଦି ମୁହଁକୁ ନେଇ ମୈଦାନକୁ ଓହ୍ଲାଉ ଥିଲା । କିଛି କ୍ଷେତ୍ରରରେ ବିଜେପି ସଫଳତା ମଧ୍ଯ ପାଇଥିଲା । କିନ୍ତୁ ଧିରେ ଧିରେ ମୋଦି ମ୍ଯାଜିକ୍ ଫିକା ପଡ଼ିବାକୁ ଲାଗିଲା …

ରାହୁଲ କିମ୍ବା ମୋଦି କାହାପାଇଁ ୨୦୨୪ ସହଜ ନୁହେଁ Read More »

priyanka gandhi, pm narendra modi, 2024 election prediction, odia blog, rising odisha

2024ରେ ମୋଦିଙ୍କୁ ଟକ୍କର ଦେବେ ପ୍ରିୟଙ୍କା ?

କର୍ଣ୍ଣାଟକରେ କଂଗ୍ରେସର ବିରାଟ ବିଜୟ ପରେ କଂଗ୍ରେସ ନେତା ସପ୍ତମ ଆକାଶରେ ବିଚରଣ କରୁଛନ୍ତି। କଂଗ୍ରେସ ଭିତରେ ଏବେ ଗୋଟିଏ ଧାରଣା ସୃଷ୍ଟି ହେଲାଣି ଯେ, ମୋଦି ଅପରାଜେୟ ନୁହନ୍ତି। ମୋଦି ମିଥ୍ କୁ ମଧ୍ୟ ଧରାଶାୟୀ କରାଯାଇ ପାରେ। ତେବେ ଏଥିପାଇଁ ରାହୁଲଙ୍କ ସ୍ଥାନରେ ସେମାନେ ଆଉ ଜଣେ ନେତାଙ୍କୁ ଚାହୁଁଛନ୍ତି। ଏହି ନେତା ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ। 2024ରେ ଯଦି ପ୍ରିୟଙ୍କାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରାଯାଏ ତେବେ ମୋଦି ଓ ବିଜେପି ପରାଜିତ …

2024ରେ ମୋଦିଙ୍କୁ ଟକ୍କର ଦେବେ ପ୍ରିୟଙ୍କା ? Read More »

bharatiya janata party, india political news live, nitish kumar news, 2024 election prediction, odia blog, rising odisha

ବିଜେପିକୁ ହରାଇବାକୁ ବିରୋଧୀଙ୍କ ୱାନ୍ ଇଜ୍ ଟୁ ୱାନ୍ ଫର୍ମୁଲା କେତେ ସଫଳ ହେବ

2024ରେ ବିଜେପିକୁ ହରାଇବାକୁ ବିରୋଧୀ ଏକାଠି ହେଉଛନ୍ତି। ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷୀଣ, ଚାରିଦିଗରେ ଚାଲିଛି ମେଳି। ବିଜେପିରୁ ବାହାରି ମୋଦି ଓ ଶାହଙ୍କ ବିରୋଧର ମୋର୍ଚ୍ଚା ଖୋଲିଥିବା ସତ୍ୟପାଲ ମଲ୍ଲିକ ମଧ୍ୟ ଘୋଷଣା କରି ସାରିଛନ୍ତି ଯେ,ଯଦି 2024ରେ ବିଜେପି ବିରୋଧରେ ବିରୋଧୀ ଦଳ ୱାନ୍ ଇଜ ଟୁ ୱାନ୍ ଲଢେଇ ହୁଏ ତେବେ ବିଜେପି ହାରିବା ଥୟ। ନୀତିଶ ଓ ମମତାଙ୍କ ଭେଟଘାଟ୍ ହେଉ କି ଚନ୍ଦ୍ରଶେଖର ରାଓଙ୍କ ବିରୋଧୀ ଏକତା ପାଇଁ …

ବିଜେପିକୁ ହରାଇବାକୁ ବିରୋଧୀଙ୍କ ୱାନ୍ ଇଜ୍ ଟୁ ୱାନ୍ ଫର୍ମୁଲା କେତେ ସଫଳ ହେବ Read More »

Scroll to Top
Close Bitnami banner
Bitnami