ଏବେ GSTରେ ରହିବ ତିନି ସ୍ଲାବ୍ ! ୧୨ ଓ ୧୮ ପ୍ରତିଶତକୁ ମିଶାଇ ହେବ ୧୬ ପ୍ରତିଶତ ସ୍ଲାବ୍ !
ଜିଏସଟିକୁ ନେଇ ଗୋଟିଏ ବଡ଼ ଖବର ଆସୁଛି । ସିଏନବିସି ରିରୋର୍ଟ ଅନୁସାରେ ସରକାର ଜିଏସଟିର ୪ ସ୍ଲାବ୍ ବଦଳରେ ୩ ସ୍ଲାବ୍ ରଖିବାକୁ ବିଚାର କରୁଛନ୍ତି । ସୂଚନାଯୋଗ୍ୟ ଯେ, ଏବେ ଗୁଡ୍ସ ଆଣ୍ଡ୍ ସର୍ଭିସ ଟ୍ୟାକ୍ସ-ଜିଏସଟି (ଦ୍ରବ୍ୟ ଓ ସେବା କର)ରେ ୪ ସ୍ଲାବ୍ ରହିଛି । ୫ ପ୍ରତିଶତ,୧୨ ପ୍ରତିଶତ,୧୮!-->…
Read More...
Read More...