ସାମାଜିକ ବାର୍ତା

sushant sahu, seedball man, environmentalist, bhubaneswar chandaka jungle, seedpods

ବିହନ ପିଣ୍ଡୁଳାରେ ବନୀକରଣ ନିଶା

ଚାରା ରୋପଣ ହେଉ ଅବା ବନୀକରଣ ସେଥିପାଇଁ ସେ ସବୁବେଳେ ତତ୍ପର । ଯେତେବେଳେ ବନୀକରଣ ବା ଚାରା ରୋପଣର କଥା ଉଠେ, ତାଙ୍କର ନିଆରା ଢ଼ଙ୍ଗର ଚାରା ରୋପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ବିହନ ପିଣ୍ଡୁଳାରୁ ସେ କରିଛନ୍ତି ବନୀକରଣର ବିକଳ୍ପ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଉଜୁଡ଼ି ଯାଉଥିବା ସବୁଜିମାକୁ ଫେରାଇ ଆଣିବା ପାଇଁ ତାଙ୍କର ନିଆରା ପ୍ରୟାସ । କେତେବେଳେ ବିହନ ପିଣ୍ଡୁଳାରେ ସାମାଜିକ ବାର୍ତା ତ  ଆଉ କେତେବେଳେ କୁନିକୁନି ପିଲାଙ୍କୁ …

ବିହନ ପିଣ୍ଡୁଳାରେ ବନୀକରଣ ନିଶା Read More »

rajkishore maharana, arts, creativity, paintings, social awareness, coronavirus awareness, COVID19, social message

କରୋନା କାଳରେ ଶିଳ୍ପୀଙ୍କ ନିଆରା ପ୍ରୟାସ

ଚାରିଆଡେ କରୋନାର କରାଳ ରୂପ । ଘଡ଼ିସନ୍ଧି ମୁହୂର୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ଶିଳ୍ପୀ । ଲୋକଙ୍କୁ କରୋନା ସଚେତନତାର ନିଆରା ବାର୍ତା ଦେବା ପାଇଁ କେତେବେଳେ କପଡ଼ା ମାସ୍କ ତ ଆଉ କେତେବେଳେ କାଗଜ ଓ କପଡ଼ା ବ୍ୟାଗ୍ ଉପରେ କରୁଛନ୍ତି ଭଳିକି ଭଳି ଚିତ୍ର । ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ତାଙ୍କର ଏହି ପ୍ରୟାସ । ସେମିତି ଜଣେ ଚିତ୍ରଶିଳ୍ପ ହେଉଛନ୍ତି ପୁରଣା ଭୁବନେଶ୍ୱରର ରାଜକିଶୋର …

କରୋନା କାଳରେ ଶିଳ୍ପୀଙ୍କ ନିଆରା ପ୍ରୟାସ Read More »

Scroll to Top
Close Bitnami banner
Bitnami