cds bipin rawat, iaf chopper crash, surgical strike, doklam, rising odisha

ଜେନରାଲ ରାୱତ, ଜଣେ ସୈନିକ ଯାହାଙ୍କ ଧମନୀରେ ବହୁଥିଲା ଯୋଦ୍ଧା ରକ୍ତ

ଭାରତୀୟ ସେନାର ପ୍ରଥମ ସିଡିଏସ ବିପିନ ରାୱତଙ୍କର ହେଲିକପ୍ଟର କ୍ରାସରେ ନିଧନ ହୋଇଛି । ତାମିଲନାଡୁର ନୀଳଗିରି ପର୍ବତମାଳାରେ ଜଣେ ଯୋଦ୍ଧାଙ୍କ ଜୀବନର ଅନ୍ତ ଘଟିଛି । ଏହି ଦୁର୍ଘଟଣାରେ ରାୱତଙ୍କ ପତ୍ନୀଙ୍କ ସମେତ ଅନ୍ୟ ୧୩ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକଠାରୁ ଡୋକଲାମରେ ଚୀନକୁ ଚ୍ୟାଲେଂଜ ପଛରେ ଥିଲା ରାୱତଙ୍କ ରଣନୀତି । ରାୱତ ଥିଲେ ଏମିତି ଜଣେ ସୈନିକ ଯାହାଙ୍କ ଡିଏନଏରେ ଥିଲା ଭାରତୀୟ ସେନା । …

ଜେନରାଲ ରାୱତ, ଜଣେ ସୈନିକ ଯାହାଙ୍କ ଧମନୀରେ ବହୁଥିଲା ଯୋଦ୍ଧା ରକ୍ତ Read More »