ଆସାମ ଓ ମିଜୋରାମ ମଧ୍ୟରେ ସୀମାବିବାଦର ଅସଲ କାରଣ କ’ଣ ?
ସୋମବାର ଦିନ ଆସାମ ପୋଲିସର ୫ ଜଣ ଯବାନ ପ୍ରାଣ ହରାଇଛନ୍ତି । ଗତ କେଇ ଦଶକ ଧରି ଆସାମ ଓ ମିଜୋରାମ ମଧ୍ୟରେ ଚାଲିଥିବା ସୀମା ବିବାଦ କାରଣରୁ ଏହି ଯବାନଙ୍କୁ ନିଜ ଜୀବନ ହରାଇବାକୁ ପଡିଲା । ଗତ ବର୍ଷ ଅକ୍ଟୋବରରେ ମଧ୍ୟ ଦୁଇ ରାଜ୍ୟଙ୍କ ମଧ୍ୟରେ ସୀମାକୁ ନେଇ ବିବାଦ ହୋଇଥିଲା । ଗତ ବର୍ଷ ଦୁଇଥର!-->…
Read More...
Read More...