Browsing Tag

ଭୁବନେଶ୍ୱର

୩୦ ହଜାର ଟଙ୍କା ଦରମା ପାଉଥିଲେ ଜଣେ କେତେ ସଂଚୟ କରିବା ଉଚ୍ଚିତ ?

ଭାରତୀୟ ସଂସ୍କୃତିରେ ସଂଚୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଛୋଟମୋଟ ସଂଚୟ ଆର୍ଥିକ ଅଭାବ କାଳରେ ବଡ଼ ସହାୟକ ହୋଇଥାଏ । ଭାରତୀୟ ପରିବାରରେ ମହିଳା ମାନେ ଛୋଟ ସଂଚୟ କରିଥାନ୍ତି । ଛୋଟ ସଂଚୟ କରୋନା ଭଳି ମହାମାରୀରେ ଅନେକ ପରିବାରଙ୍କ ପାଇଁ ସହାୟକ ସିଦ୍ଧ ହୋଇଥିଲା । ତେଣୁ ସମସ୍ତେ ସଂଚୟ
Read More...

ପୁରୀ ପାଣିକୁ ନେଇ ଦିଲ୍ଲୀରେ ଚର୍ଚ୍ଚା, ଦେଶର ବାକି ସହରରେ ପାଣି ଅବସ୍ଥା କଣ ?

ପୁରୀ ବ୍ୟତିତ ଦେଶର ବାକି ସହରରେ ପାଣିର ଗୁଣବତ୍ତାର ହାଲ କ’ଣ ? ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅଭିଯାନର ଉଦଘାଟନ କରିଥିଲେ । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଢେର ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ନେଇ
Read More...

ଚର୍ଚ୍ଚାରେ ଶୁଭମ୍‌ଙ୍କ ଛୋଟ ଭ୍ୟାକ୍ୟୁମ୍ କ୍ଲିନର

ପ୍ରତିଭା ଆଗରେ ହାରମାନେ ଦୁନିଆର ସବୁ ପ୍ରତିବନ୍ଧକ । ଏପରି ଏକ ବିରଳ ପ୍ରତିଭାର ଅଧିକାରୀ ମେଧାବୀ ଛାତ୍ରଙ୍କୁ ମିଳିଛି ପୃଥିବୀର କ୍ଷୁଦ୍ରତମ ଭ୍ୟାକ୍ୟୁମ କ୍ଲନର ତିଆରି କରିବାର ପ୍ରଶଂସା ପତ୍ର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଖେରଙ୍ଗ ପଂଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀ ଛାତ୍ର ଛୋଟ
Read More...

ଭୋକିଲାଙ୍କୁ ଖାଦ୍ୟ ବାଂଟୁଛନ୍ତି ସୋନାଲି

କରୋନା ପାଇଁ ଚାଲିଛି ଲକ୍‌ଡାଉନ୍ । ସପ୍ତାହନ୍ତ ସଟ୍‌ଡାଉନ୍ ସମୟରେ ରାସ୍ତାଘାଟ ଶୂନ୍‌ଶାନ୍ ହୋଇଯାଉଛି । ପରିବାର ମଧ୍ୟରେ କେହି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାଙ୍କ ପାଖକୁ ନିଜ ଲୋକମାନେ ମଧ୍ୟ ଯାଉନାହାନ୍ତି । ଏଭଳି ସ୍ଥିତିରେ ରାଜଧାନୀରେ ବେସାହାରାଙ୍କ ଭୋକିଲା ପେଟକୁ ଦାନା
Read More...

ଅସହାୟଙ୍କ ଦେବଦୂତ ରାଜବୀର

ସାରା ଦେଶରେ ମହାମାରୀ କରୋନା ପାଇଁ ଗରିବ, ଖଟିଖିଆଙ୍କଠାରୁ ଆରମ୍ଭ କରି ଅସହାୟ ସମସ୍ତେ ସଂଘର୍ଷ କରୁଛନ୍ତି । ଏହି ଘଡ଼ିସନ୍ଧି ମୁହୂର୍ତରେ ସିନେ ତାରକା ରାଜବୀର ଦେଓ ମହାନତା ଦେଖାଇଛନ୍ତି । ରିଲ୍‌ ଭଳି ରୟଲ ଲାଇଫ୍‌ରେ ହିରୋ ସାଜିଛନ୍ତି ରାଜବୀର । ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ଧରି
Read More...
Close Bitnami banner
Bitnami