Browsing Tag

ଭାରତୀୟ ଫୁଟବଲ ଦଳ

ଦିନେ ଭାରତ ପାଇଁ ଖେଳୁଥିଲେ ଏବେ ବଂଚିବା ପାଇଁ ଚଷମା ମରାମତି କରୁଛନ୍ତି

ଦିନେ ସେ ଭାରତ ପାଇଁ ଖେଳୁଥିଲେ । ଏବେ କିନ୍ତୁ ପରିବାର ବୋଝ ତାଙ୍କୁ ଚଷମା ସଜାଡିବାକୁ ବାଧ୍ୟ କରିଛି । ଜଣେ ଜାତୀୟ ସ୍ତରର ଫୁଟବଲ ଖେଳାଳୀ କେମିତି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ତାହାର କାହାଣୀ ଦେଖିବାକୁ ମିଳିଛି ଝାଡଖଣ୍ଡର ଗୁମଲାରେ । ଏହି ଖେଳାଳୀଙ୍କ ନାମ ହେଉଛି ଆସିଫ୍ ଅଲ୍ଲୀ ।
Read More...
Close Bitnami banner
Bitnami