Browsing Tag

ଓମିକ୍ରନ୍

ଚୀନ ରାଷ୍ଟ୍ରପତିଙ୍କୁ ଡରି କରୋନା ଭୂତାଣୁର ନୂଆ ଭେରିଆଣ୍ଟର ନାମ ଓମିକ୍ରନ କରିଛି ‘ହୁ’, ଜାଣନ୍ତୁ କାହିଁକି ?

କରୋନା ଭାଇରସର ନୂଆ ଭାରିଆଣ୍ଟର ନାଁ ରଖାଯାଇଛି ଓମିକ୍ରନ୍ । ଏଯାବତ କରୋନା ଭାଇରସର ୧୨ଟି ଭାଇରାଣ୍ଟ ସାମ୍ନାକୁ ଆସିସାରିଛି । ଅର୍ଥାତ ଓମିକ୍ରନ ହେଉଛି ୧୩ତମ ଭାରିଆଣ୍ଟ । କରୋନା ଭାଇରସର ୧୨ଟି ଭାରିଆଣ୍ଟର ନାମକରଣ ଗ୍ରୀକ୍ ଅକ୍ଷରକୁ ନେଇ ରଖାଯାଇଛି । ଯଦି ଆପଣ ଗ୍ରୀକ୍ ଅକ୍ଷରର କ୍ରମକୁ
Read More...

Omicron Variant: ଦେଶରେ ଓମିକ୍ରନର ପ୍ରବେଶ, ଜାଣନ୍ତୁ କ’ଣ ସବୁ ଲକ୍ଷଣ ?

କରୋନା ଭାଇରସର ନୂଆ ପ୍ରକାର (ଭାରିଆଣ୍ଟ୍) ଓମିକ୍ରନ୍ ଭାରତରେ ପ୍ରବେଶ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଘୋଷଣ କରାଯାଇଛି । ସୂଚନା ଅନୁସାରେ ବେଙ୍ଗାଲୁରରୁ ଦୁଇ ଜଣ କରୋନା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । କେନ୍ଦ୍ର
Read More...
Close Bitnami banner
Bitnami