୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ
ଆଫଗାନିସ୍ତାନରୁ ଯେଉଁଭଳି ତରବରିଆ ଭାବେ ଅଙ୍କଲ ସାମ୍ ନିଜ ସୈନିକଙ୍କୁ ଫେରାଇ ଆଣିଲେ ତାହା ୪୬ ବର୍ଷ ତଳର ଘଟଣାକୁ ମନେ ପକାଇ ଦେଉଛି । ପୂର୍ବ ଏସିଆର ଭିଏତନାମରେ ଆମେରିକା ଠିକ ଏକାଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ସେତେବେଳେ ଆମେରିକା ଭିଏତନାମ ଆସିଥିଲା କମ୍ୟୁନିଜମ ନାମକ ରୋଗରୁ!-->…
Read More...
Read More...