Browsing Category
Odisha
Odisha
ଏଣିକି ଗାଁ ଗାଁରେ ଗଡିବ ଫୁଟବଲ
ଫୁଟବଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୂଳଦୁଆ
ଶୁଭାରମ୍ଭ ହେଲା “ଫୁଟବଲ ଫର ଅଲ” କାର୍ଯ୍ୟକ୍ରମ
ସ୍କୁଲରେ ବଣ୍ଟାଯିବ 43 ହଜାର ଫୁଟବଲ
https://youtu.be/71TOKACgqxo
CM Naveen Patnaik Launches "Football for All Campaign" in Odisha
ବିଶ୍ୱର ସର୍ବାଧିକ!-->!-->!-->!-->!-->!-->!-->!-->!-->…
Read More...
Read More...
ବର୍ଷର ଶେଷ ସୂର୍ଯ୍ୟ ପରାଗର ଆପଣଙ୍କ ରାଶି ଉପରେ କ’ଣ ରହିବ ପ୍ରଭାବ ?
ଜ୍ୟୋତିଶ ଶାସ୍ତ୍ର ଅନୁସାରେ ୨୦୨୨ ମସିହାର ଶେଷ ସୂର୍ଯ୍ୟ ପରାଗ ମଙ୍ଗଳବାର,ଅକ୍ଟୋବର ୨୫ ତାରିଖ ଦିନ ହେବ । ଏହାର ଠିକ ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୨୪ ତାରିଖ ଦିନ ଦିପାବଳୀ ପାଳିତ ହୋଇଥିବ । ଅନ୍ୟପକ୍ଷରେ ସୂର୍ଯ୍ୟପରାଗର ଗୋଟିଏ ଦିନ ପରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେବ । ଅନେକ ବର୍ଷ!-->…
Read More...
Read More...
ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର
ଅର୍ଥ ଅଭାବରୁ ଶେଷକୃତ୍ୟ ପାଇଁ ହସ୍ପିଟାଲରୁ ଘରକୁ ଫେରି ପାରୁନଥିଲା ମୃତ ମୁସଲିମ୍ ମହିଳାଙ୍କ ଶବ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା ମୋ ପରିବାର। ନିଜ ଜନ୍ମସ୍ଥାନକୁ ଫେରିଲା ପାର୍ଥିବଶରୀର ।
ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର!-->!-->!-->…
Read More...
Read More...
ଦେଶର ବିଧାୟକ କେଉଁଥିରେ ଅଧିକ କରିଥାନ୍ତି ନିବେଶ ? କେମିତି ଆପଣ ମଧ୍ୟ ଚାହିଁଲେ ସେମାନଙ୍କଠାରୁ ଅଧିକ ରିଟର୍ଣ୍ଣ…
ବିଧାୟକଙ୍କ ଥାଟ୍ ଅନେକଙ୍କୁ ଆକର୍ଷିତ କରିଥାଏ । ପ୍ରତି ନିର୍ବାଚନ ସହିତ ବିଧାୟକଙ୍କ ସମ୍ପତି ବୃଦ୍ଧିକୁ ନେଇ ପ୍ରଶ୍ନ ମଧ୍ୟ ଉଠେ । ଏହା ନିର୍ବାଚନ ପୂର୍ବରୁ ବିଧାୟକମାନେ ଦାଖଲ କରୁଥିବା ସତ୍ୟପାଠରୁ ଜଣା ପଡିଥାଏ । ପ୍ରାୟ ସବୁ ବିଧାୟକଙ୍କ ସତ୍ୟପାଠରୁ ଜଣା ପଡିଥାଏ ଯେ, ସେମାନେ ରିୟଲ!-->…
Read More...
Read More...
୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ
ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ଜାତୀୟ ଗଣମାଧ୍ୟମଙ୍କ ପାଇଁ ଗୋଟିଏ କେସ୍ ଷ୍ଟଡି । ୨ ହଜାର ମସିହା ପରଠାରୁ ନବୀନ ନାମକ କିମ୍ବଦନ୍ତି ସହିତ ବିଜୁ ଜନତା ଦଳ ମଧ୍ୟ ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକଙ୍କ ପାଇଁ ଅବୁଝା ଅଙ୍କ ହୋଇ ରହିଯାଇଛି । ଏହା ନିକଟରେ ଓଡ଼ିଶା ଆସିଥିବା ବରିଷ୍ଠ!-->…
Read More...
Read More...
ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’
ଗୋଟିଏ ଅପରାଧିକ କାଣ୍ଡ । କାଣ୍ଡ ପଛରେ ଜଣେ ଭ୍ରଷ୍ଟ ବ୍ୟକ୍ତିର ହାତ । ପୋଲିସ ତଦନ୍ତରୁ ସତ କ’ଣ ସବୁ ଜଳଜଳ ଦିଶୁଛି । କିନ୍ତୁ ନିଜ ନ୍ୟାରେସନ ଓ ନିଜ ହିସାବର ସତ ଖୋଜୁଥିବା ଓ ‘ସତ’ ତିଆରି କରୁଥିବା ରାଡନୈତିକ ଦଳ ତଥା ନେତାଙ୍କ ପାଇଁ ଏହି ‘ସତ’ ସତ ନୁହେଁ । ସେମାନେ ମେକ୍ ଇନ୍ ଇଣ୍ଡିଆ ଭଳି!-->…
Read More...
Read More...
Cyclone: ପ୍ରତିବର୍ଷ ହାରାହାରି ୭୨ ଲୋକଙ୍କ ଜୀବନ ନେଉଛି ବାତ୍ୟା, ୨୦ ବର୍ଷରେ ବଢିଛି ବାତ୍ୟା ପ୍ରକୋପ
ଚଳିତ ବର୍ଷ ସରି ସରି ଆସୁଥିବା ବେଳେ ପୁଣି ଆସୁଛି ଆଉ ଗୋଟିଏ ବାତ୍ୟା । ଡିସେମ୍ବର ମାସରେ ପ୍ରାୟତଃ ବାତ୍ୟା ଆସିନଥାଏ । କିନ୍ତୁ ୧୩୦ ବର୍ଷର ରେକର୍ଡରେ ପ୍ରଥମ ଥର ପାଇଁ ଏହି ମାସରେ ଜୱାଦ୍ ନାମରେ ବାତ୍ୟା ପୂର୍ବ ଭାରତର ଉପକୂଳରେ ପହଂଚିବାକୁ ଯାଉଛି । ବାତ୍ୟା ଜୱାଦ ପାଇଁ ଓଡ଼ିଶା,!-->…
Read More...
Read More...
ଖବର କାଗଜ ହକରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଆଲୋଚନାର ଗୋଟିଏ ଦିନ ପରେ ଉପହାର
ଖବର କାଗଜ ହକରଙ୍କୁ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଏନେଇ ଯେଉଁ ଘୋଷଣ କରିଛନ୍ତି ତାହା ହୁଏତ ପୁରା ଦେଶରେ ପ୍ରଥମ । ଖବର କାଗଜକୁ ଲୋକଙ୍କ ପାଖରେ ପହଂଚାଇବାରେ ପ୍ରମ୍ମୁଖ ଭୂମିକା ଗ୍ରହଣ କରିଥାନ୍ତି ହକର । ଖରା,!-->…
Read More...
Read More...
ବହୁତ ବର୍ଷ ପରେ ଡିସେମ୍ବର ମାସରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା, ଜାଣନ୍ତୁ ଶେଷଥର ପାଇଁ କେବେ ଶୀତରେ ଆସିଥିଲା…
ଅକ୍ଟୋବର ମାସ ଓଡ଼ିଶାକୁ ଡରାଏ । କାରଣ ଏହି ମାସରେ ଆସିଥିଲା ଓଡ଼ିଶା ଇତିହାସର ସବୁଠାରୁ ବଡ ବାତ୍ୟା । ଯାହା ଇତିହାସରେ ସୁପର ସାଇକ୍ଲୋନ୍ ନାମରେ ପରିଚିତ । ଅକ୍ଟୋବର ମାସ ବା କାର୍ତ୍ତିକ ମାସକୁ ବାତ୍ୟାର ମାସ ବୋଲି କୁହାଯାଏ । କିନ୍ତୁ ମଝିରେ ମଝିରେ ନିର୍ଘାତ ଖରାଦିନେ ବି ବାତ୍ୟା ଆସିଛି!-->…
Read More...
Read More...
‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା
ଅଯୋଧ୍ୟାରେ ସ୍ୱାଗତ, ପୁରୀରେ ବିରୋଧ !
*ପୁରୀରେ ବିଜେପିର 'ସଂସ୍କାରୀ' ଛାଡଖାଇ
*ପୁରୀ ନାଁ ବଦଳାଇବାକୁ ଚାହୁଁଥିବା ଦଳର ଅସଲ ଚରିତ୍ର ପଦାରେ ପଡିଲା
*ଜଗନ୍ନାଥ ମିଛ, କ୍ଷମତା ହାସଲ ଲୋଭ ସତ
*ସଂସ୍କାର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାରୀ କାମ
କାର୍ତ୍ତିକ ମାସରେ!-->!-->!-->!-->!-->!-->!-->!-->!-->!-->!-->…
Read More...
Read More...