Author name: user

ନୟାଗଡ଼ରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ଏବେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି । ନୟାଗଡ଼ ବ୍ଲକ ନୋଟାର ପଞ୍ଚାୟତ ବାଉଳି ଗାଁରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଜଣାଯାଇଛି । ବିଜେଡି କର୍ମୀ ପୃଥିବୀରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବିଜେପିର ବନମାଳୀ ନାୟକ, ସନ୍ତୋଷ ନାୟକ, ବିଜୟ ନାୟକ, କାଶୀନାଥ ନାୟକ, ନାଲୁ ବେହେରା ଓ ଗଙ୍ଗାଧର ଜେନା ଏହି ଆକ୍ରମଣ …

ନୟାଗଡ଼ରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ Read More »

 ନବୀନ ଇଂଜିନ ସ୍ୱଛତାର ଇଂଜିନ : ପାଣ୍ଡିଆନ

ଛତ୍ରପୁର: ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦବୋଧନ । କହିଲେ, ଡବଲ ଇଞ୍ଜିନ ବୋଲି କିଛି ଲୋକ ପାଟି କରୁଛନ୍ତି । ଡବଲ ଇଂଜିନ ସରକାରରେ ସର୍ବନିମ୍ନ ମଜୁରୀ ୩୨୦, ୩୬୦ ଓ ୩୮୦ । ଆମ ରାଜ୍ୟରେ ଯାହା ୪୫୦ । ଡବଲ ଇଂଜିନ ସରକାର ଭତ୍ତା ଦେଉଛନ୍ତି ମାତ୍ର ୩୦୦ ଟଙ୍କା । ଆୟୁଷ୍ମାନ ଯୋଜନାର ବଜେଟ ଦେଶ ପାଇଁ ୬ ହଜାର କୋଟି ଟଙ୍କା …

 ନବୀନ ଇଂଜିନ ସ୍ୱଛତାର ଇଂଜିନ : ପାଣ୍ଡିଆନ Read More »

 ଦିଗପହଣ୍ଡିରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ବ୍ରହ୍ମପୁର: ଗଞ୍ଜାମ ଜିଲା ଦିଗପହଣ୍ଡିରେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ସେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ରଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ମମତା ଯୋଜନା ଠାରୁ ଆରମ୍ଭ କରି ମଧୁବାବୁ ଭତ୍ତା, କାଳିଆ, ନୂଆ-ଓ, ରାସ୍ତାଘାଟ ଉନ୍ନତି ସବୁ ବିକାଶମୂଳକ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । …

 ଦିଗପହଣ୍ଡିରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର Read More »

 ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର: ହିଂଜିଳି ପରେ କଣ୍ଟାବାଞ୍ଜିରେ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜର ଦ୍ୱିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି ନବୀନ । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର …

 ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ନବୀନ Read More »

 ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କଲେ ପାଣ୍ଡିଆନ

ଜୟପୁର: ଜୟପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଗତକାଲି ସେ ବିଶାଳ ରୋଡ ଶୋ’ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଆଜି ସକାଳୁ ଜୟପୁରର ପ୍ରସିଦ୍ଧ ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି । ସେଠାରେ ପୂଜାର୍ଚ୍ଚନା କରିବା ସହ ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ । ଏଥିସହ ମନ୍ଦିରର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଜୟପୁରର ବିକାଶ ପାଇଁ ବିଜେଡ଼ିକୁ ବାଛନ୍ତୁ ଗତକାଲି ସନ୍ଧ୍ୟାରେ …

 ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କଲେ ପାଣ୍ଡିଆନ Read More »

ଦୌଡ଼ି ଦୌଡ଼ି ଯାଇ ନାମାଙ୍କନ ଦାଖଲ କଲେ ମନ୍ମଥ

ଭୁବନେଶ୍ୱର: ନିଆରା ଢଙ୍ଗରେ ନାମାଙ୍କନ ଭରିଲେ ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲେ । ଆଜି ସକାଳୁ ଲିଙ୍ଗରାଜଙ୍କୁ ଦର୍ଶନ ସମୟରେ ଶଙ୍ଖ ଫୁଙ୍କିବା ସହ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିସହ ଅଭିଯାନ ଆରମ୍ଭ କରିଥିଲେ ମନ୍ମଥ । ଏକଦମ ନିଆରା ଢଙ୍ଗରେ ସେ ନାମାଙ୍କନ ଭରିବାକୁ ଯାଇଥିଲେ । ଗାଡ଼ି କି ଶୋଭାଯାତ୍ରାରେ ଗଲେନି ମନ୍ମଥ ଗାଡ଼ି …

ଦୌଡ଼ି ଦୌଡ଼ି ଯାଇ ନାମାଙ୍କନ ଦାଖଲ କଲେ ମନ୍ମଥ Read More »

ବାରମ୍ୱାର ନିୟମ ଭାଙ୍ଗୁଛି ରାଜ୍ୟ ବିଜେପି

ଭୁବନେଶ୍ୱର: ବାରମ୍ୱାର ନିୟମ ଭାଙ୍ଗୁଛି ରାଜ୍ୟ ବିଜେପି । ଏନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ରାଜ୍ୟ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି ବିଜେପି । ପିଲାମାନଙ୍କୁ ନିର୍ବାଚନରେ ବ୍ୟବହାର କରିବା ହେଉ କି ଲୋକଙ୍କୁ ଧମକାଇବା ପରି କାମ କରୁଛନ୍ତି ବିଜେପି ନେତା । ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ …

ବାରମ୍ୱାର ନିୟମ ଭାଙ୍ଗୁଛି ରାଜ୍ୟ ବିଜେପି Read More »

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର

ଭୁବନେଶ୍ୱର: ସମ୍ବଲପୁରରେ ସରଗରମ ରାଜନୀତି । ମୁକୁଙ୍କୁ ପ୍ରଶ୍ନ ବାଣ ରେ ଘାଇଲା କଲେ ବିଜେଡି ମୁଖପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଧର୍ମେନ୍ଦ୍ରଙ୍କୁ କଲେ କଡା ସମାଲୋଚନା । ସେ କହିଛନ୍ତି, ଓଡିଶା ଯୁବକଙ୍କ ପାଇଁ କଣ କରିଛନ୍ତି? କେତେ ଓଡିଆ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି, ତାହାର ଲିଷ୍ଟ ସର୍ବସାଧାରଣଙ୍କ ସମ୍ମୁଖରେ ରଖନ୍ତୁ । ନୋମିନେସନ ପୂର୍ବରୁ ଉତ୍ତର ରଖିବାକୁ ଚ୍ୟାଲେଞ୍ଜ ଦେଲେ ଲେନିନ । …

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର Read More »

ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ପ୍ରଦୀପ

ଭୁବନେଶ୍ୱର: ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ । ଗତ ୨୦୨୦ ମସିହାରେ ଟାଟା ମୋଟର୍ସ ଲିମିଟେଡ଼ରେ ଚାକିରି କରାଇଦେବାର ମିଛ ପ୍ରତଶ୍ରୁତି ଦେଇ ଗରିବ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲେ ବ୍ରହ୍ମପୁରର ବିଧାୟକ ଓ ବର୍ତ୍ତମାନର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ପାଠକ । ଟାଟା ମୋଟର୍ସ୍ ଲିମିଟେଡ଼ ତରଫରୁ କରାଯାଇଥିବା ଏତଲା ମୁତାବକ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟୋର୍ସ୍ କମ୍ପାନୀର …

ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ପ୍ରଦୀପ Read More »

ସାମ୍ବାଦିକ ସମ୍ମିଳନୀରେ ଅପରାଜିତାଙ୍କ ଉପରେ ବର୍ଷିଲେ ମନ୍ମଥ

ଭୁବନେଶ୍ୱର: ହଂସପାଳ ଫ୍ଲାଏ ଓଭରବ୍ରିଜକୁ ନେଇ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ସାମ୍ବାଦିକ ସମ୍ମିଳନୀ କରି ମନ୍ମଥ ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଛନ୍ତି । ଭୁବନେଶ୍ୱର ସାଂସଦ ନିଜ ରିପୋର୍ଟ କାର୍ଡରେ ଦର୍ଶାଇ ଥିଲେ ଯେ ମାର୍ଚ୍ଚ ୩୧ ସୁଦ୍ଧା ଓଭରବ୍ରିଜ କାମ ଶେଷ ହେବ । କିନ୍ତୁ ହଂସପାଳ ଫ୍ଲାଏ ଓଭରବ୍ରିଜ କାମ ଆଜି ପର୍ଯ୍ୟନ୍ତ ଶେଷ ହେଲା ନାହିଁ …

ସାମ୍ବାଦିକ ସମ୍ମିଳନୀରେ ଅପରାଜିତାଙ୍କ ଉପରେ ବର୍ଷିଲେ ମନ୍ମଥ Read More »

Scroll to Top
Close Bitnami banner
Bitnami