‘ନିର୍ବାଚନ ଜିତିଲେ ମିଶନ ଶକ୍ତିକୁ ବନ୍ଦ କରିଦେବେ ଧର୍ମେନ୍ଦ୍ର’

ଭୁବନେଶ୍ୱର: ନିର୍ବାଚନ ଜିତିଲେ ମିଶନ ଶକ୍ତିକୁ ବନ୍ଦ କରିଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପରି କହି ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।

ଅସମ୍ମାନର ଜବାବ ଦେବେ ମିଶନ ଶକ୍ତି ମା’

ପ୍ରଣବ ଆହୁରି ମଧ୍ୟ କହିଛନ୍ତି, ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବାକୁ ସ୍ଥିର କରିବା ପରେ ମିଶନ ଶକ୍ତି ମାଆମାନଙ୍କ ଦୁବାଇ ଯାତ୍ରାକୁ ବନ୍ଦ କରିଦେଇଥିଲେ । ଆଉ ଯେବେ ନାମାଙ୍କନ ଭରିଲେ, ସେତେବେଳେ ମିଶନ ଶକ୍ତି ସଚିବଙ୍କୁ ବାହାର କରିଦେଲେ । ମିଶନ ଶକ୍ତି ସଚିବ ତଥା କେନ୍ଦ୍ରାପଡ଼ାର ଝିଅ ସୁଜାତା ରାଉତଙ୍କୁ ବାହାର କରିଦେଲେ ଧର୍ମେନ୍ଦ୍ର । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି, ଯଦି ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଜିତନ୍ତି, ତେବେ ସେ ପ୍ରଥମେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୂରା ବନ୍ଦ କରିଦେବେ । ଏ ଅସମ୍ମାନର ଜବାବ ଓଡ଼ିଶାର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ନିଶ୍ଚୟ ଦେବେ ବୋଲି ପ୍ରଣବ କହିଛନ୍ତି ।

dharmendra pradhanpranab prakash daspranab slams dharmendra
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami