ଅତାବିରାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଅତାବିରା: ଭେଡେନ ଅତାବିରାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ସାଧାରଣ ସଭାରେ ଦେଲେ ଉଦବୋଧନ । ଏଭଳି ଜନସମାବେଶ ଦେଖିଲେ ବିରୋଧୀଙ୍କ ମନୋବଳ ଭାଙ୍ଗିଯାଉଛି । ବହୁ ନେତା ନିର୍ବାଚନ ଆସିଲେ ଏଭଳି ଆସିବେ ଏବଂ ପ୍ରତିଶୃତି ଦେଇ ଚାଲିଯିବେ । ପରେ ସେମାନଙ୍କ ଦେଖା ମିଳିବନି ବୋଲି କହିଛନ୍ତି ପାଣ୍ଡିଆନ । କିନ୍ତୁ ନବୀନ ସରକାର ବିକାଶ କରୁଛନ୍ତି । ଆମେ ସବୁବେଳେ ହିସାବ ଦେଇଥାଉ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ ଏବେ ସମ୍ବଲପୁରରେ ବ୍ୟସ୍ତ ଅଛନ୍ତି । ଏହାସହ ବିଜେପିର ଇସ୍ତାହାରକୁ ନେଇ ମଧ୍ୟ ଟାର୍ଗେଟ କରିବା ସହ ଭେଡେନ ଅତାବିରାର ବିକାଶର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

5T Secretary VK Pandiankartik pandian campaing at atabira
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami